ସ୍ବର୍ଗତ ଦିଲ୍ଲୀପ କୁମାର ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ଵୟ ସମିତିର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଏବଂ ଓଡିଶା ଅମଲା ସଂଘର ଦୀର୍ଘ କାଳୀନ ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ସମ୍ପାଦନ କରିଥିବା ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସଙ୍କର ନିକଟରେ ଏକ ଦୁର୍ଘଟଣାରେ ଦେହାନ୍ତ ଘଟିଯାଇଛି ଓ ଏଣୁ ସ୍ବର୍ଗତ ଦିଲ୍ଲୀପ କୁମାର ଦାସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓଡିଶା ଅମଲା ସଂଘ ମୟୁରଭଞ୍ଜ ଜିଲ୍ଲା ଶାଖା ଦ୍ୱାରା ସଂଘର ସଭାପତି ଶ୍ରୀଯୁକ୍ତ ଶିବାଜୀ ଶତପଥିଙ୍କ […]
Read More Text.