Stock vector vigilance premium quality rubber stamp 379316602

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।  ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ତାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା।  ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ଅଜିତ କୁମାର ସୁବୁଦ୍ଧିଙ୍କର ଘାଟିକିଆ ଅଞ୍ଚଳରେ […]

Read More Text.
Pinaki misra appointed as bjd party leader

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ବଢିଲା

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ ନଗଦ ଟଙ୍କା ଡିପୋସିଟ୍‌, ମିଶାଇଲ୍‌ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ନେଇ ସଂସଦରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ରହିଛି […]

Read More Text.
Capture 81

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି  । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସରେ  ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ […]

Read More Text.
ହିନ୍ଦୀ ଭାଷାକୁ ନେଇ ଅଶ୍ଵିନଙ୍କ ବଡ଼ ବୟାନ 1 1068x601

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬  ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଞ୍ଚଳରେ ନକଲି ଡିଇଏଫ ବିକ୍ରୟ ହେଉଥିବା ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ବିଶ୍ୱସ୍ତ  ସୁତ୍ରରୁ ଖବର ପାଇଥିଲେ। ଉପନିରୀକ୍ଷକ ସଞ୍ଜୟ ପରିଡା ଓ ଅନ୍ୟ ଥାନା କର୍ମଚାରୀଙ୍କୁ ନେଇ ୧୬ […]

Read More Text.
Supremecourtwikimediacommons 1068x665

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା ବିରୋଧ କରିଛନ୍ତି। ନିଜର ଅସନ୍ତୋଷ ପଛରେ ଆଞ୍ଚଳିକ ଭାରସାମ୍ୟ ଅସମାନତାକୁ ଜଷ୍ଟିସ ନାଗରତ୍ନା କାରଣ ଭାବେ ଦର୍ଶାଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟର ଦୁଇ ଜଣ ବିଚାରପତି ଏବେ କାର୍ଯ୍ୟରତ […]

Read More Text.
Prime minister narendra modi and us president donald trump 273752956 16x9 0

ଫୋନ କଲେ ଟ୍ରମ୍ପ ଉତ୍ତର ଦେଲେନି ମୋଦୀ

ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍‌’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ। ମାତ୍ର ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍‌ କରି ନଥିଲେ। ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍ ନ କରିବାର କାରଣ ହେଉଛି ତାଙ୍କର କ୍ରୋଧ। କାରଣ ଟ୍ରମ୍ପ ପ୍ରଶାସନ ଭାରତ ଉତ୍ପାଦିତ ସାମଗ୍ରୀ […]

Read More Text.
Rains

ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ, ପାହାଡ଼ ଧସି ୩୧ ମୃତ

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୈଷ୍ଣୋଦେବୀ ମାର୍ଗରେ ଭୂସ୍ଖଳନ। ପାହାଡ଼ ଧସିବା ଫଳରେ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଜମ୍ମୁକଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଯାଇଥାନ୍ତି । ଗତକାଲି ହଠାତ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି ଓ ବିଶାଳ ପଥର ତଳକୁ ଧସିଥିଲା । ଏହା ଫଳରେ ରାସ୍ତାରେ […]

Read More Text.
Virar

ମୁମ୍ବାଇ ଭିରାରରେ ଚାରି ମହଲା କୋଠା ଭୁଶୁଡି ୩ ମୃତ ଓ ୯ ଆହତ

ମୁମ୍ବାଇ : ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁଯାୟୀ, ଭିରାରର ନାରାଙ୍ଗୀ ଫାଟାରେ ଥିବା ରାମୁ କମ୍ପାଉଣ୍ଡର ସ୍ବାମୀ ସମର୍ଥନ ନଗରରେ ରାମବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ପଛ ଭାଗର ଚତୁର୍ଥ ମହଲାର ଏକ […]

Read More Text.
Bihar 1

ବିହାରରେ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ମରଣାନ୍ତକ ଆକ୍ରମଣ, ଭୟରେ ୧ କିମି ଦୌଡିଲେ ନେତା

ବିହାର : ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ ଆକ୍ରମଣରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହିଲସା ଥାନା ଅନ୍ତର୍ଗତ ମାଲାବନ ଗାଁରେ । ଖବର ମୁତାବକ, ହିଲସା ଥାନା […]

Read More Text.
Afghanistan 1

ଆଫଗାନିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ଓଲଟି ୨୫ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନ କାବୁଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁଁ ଅତିକମରେ ୨୫ ଜଣଙ୍କର ଜୀବନ ଚାଲିଯାଇଛି । ତାଲିବାନର ଜଣେ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଖବର ମୁତାବକ, ସକାଳ ଆଫଗାନିସ୍ତାନ କାବୁଲର ଅରଘଣ୍ଡି ଅଞ୍ଚଳରେ ହେଲମନ୍ଦ ଏବଂ କାନ୍ଧାରର ଯାତ୍ରୀଙ୍କୁ ନେଇ ଏକ ବସ୍ ଅସାବଧାନତା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୨୫ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨୭ରୁ ଅଧିକ […]

Read More Text.