10

ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଗୁଳିକାଣ୍ଡ କୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଯେଉଁମାନଙ୍କୁ ପୁଲିସ୍‌ ସନ୍ଦେହରେ ଅଟକ ରଖିଛି, ସେମାନଙ୍କୁ କାହିଁକି କୋର୍ଟ ଚାଲାଣ କରାଯାଇନାହିଁ ବୋଲି […]

Read More Text.
M

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବାରିପଦା :  ଓଡ଼ିଶା ସିମାନ୍ତ ଯାମଦା ବ୍ଳକ ଅନ୍ତର୍ଗତ  ଜଟାପାଣି ଗ୍ରାମର ଜନୈକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଜଟାପାଣି ଗ୍ରାମର ପ୍ରଭାସ ବରାଳ(୩୫) ଆଜି ସକାଳ ୫.୩୦ ଟା ପାଖାପାଖି ରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ । ଶୌଚ ସମୟରେ  ପାହାଡ଼ପାଖରୁ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ପ୍ରଭାସ ଭୟ ନ କରି ସାହାସ୍ ସହିତ ନିଜ ଜୀବନକୁ ରକ୍ଷା କରିବା ପାଇଁ […]

Read More Text.
IMG 20260218 WA0160

ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ନିମନ୍ତେ “ଭଞ୍ଜସେନା ଠିକାଦାର ଶାଖା” ଗଠିତ

ବାରିପଦା (୧୮/୦୧) :  ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବର୍ଗର ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ସହିତ ଠିକାଦାରି କାର୍ଯ୍ୟରେ ଜମିଦାରୀ ପ୍ରଥାକୁ ସଂମ୍ପୂର୍ଣ୍ଣ ଉଚ୍ଛେଦ ନିମନ୍ତେ ଭଞ୍ଜସେନା ର ଆହ୍ଵାନ କ୍ରମେ ଜିଲ୍ଲାରେ ଥିବା ଚାରିଗୋଟି ଉପଖଣ୍ଡର ସବୁ ବର୍ଗର ଠିକାଦାର ମାନଙ୍କୁ ନେଇ “ଭଞ୍ଜସେନା ଠିକାଦାର ଶାଖା” ଗଠନ ହୋଇଅଛି । ଏହି ଅବସରରେ ଆଜି  ବାରିପଦା ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପ ଠାରେ ସଂଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର […]

Read More Text.
BJPs Manmohan Samal Slams BJD Congress for ‘Disrupting Odisha Assembly

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ […]

Read More Text.
1771420411 1771420294 vlcsnap 2026 02 18 18h37m23s296

କଟକରେ ଗୁଳିମାଡ଼ : ଯୁବକ ମୃତ

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା, ଓରଫ ରିଙ୍କୁ  । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ତୁରନ୍ତ ଶ୍ରୀରାମ ଚନ୍ଦ୍ର […]

Read More Text.
V

ଗୋଟିଏ ରାତ୍ରୀରେ ପାଞ୍ଚ ଜଣଙ୍କ ଘରୁ ଚୋରି ଅଭିଯୋଗ : ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଗହଣା

ବାରିପଦା :  ଗୋଟିଏ ରାତ୍ରୀରେ ପାଞ୍ଚ ଜଣଙ୍କ ଘରୁ ଲୁଟ ହୋଇଛି ଟଙ୍କା ଓ ସୁନା ଗହଣା । ଏହିଭଳି ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମୂଷାମାରୀ ଓ ରାମଚନ୍ଦ୍ରପୁର ଗ୍ରାମରେ । ତେବେ ଏହି ଘଟଣା ଘଟିଅଛି ଥାନା ଠାରୁ ପାଖା ପାଖି ଦେଢ଼ କିଲୋମିଟର ଦୂରରେ । ମୂଷାମାରୀ ଗ୍ରାମର ଖଗେନ୍ଦ୍ର ତରେଇ ଙ୍କ ଘରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ସମେତ ନଅ  ହଜାର ଟଙ୍କା, ଶମ୍ଭୁନାଥ […]

Read More Text.
00000

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ବାରିପଦା  :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ ମହାକାଳ ଦଳ ୫୦ ରନରେ ଦାନୀ ଏକାଦଶ କୁ ପରାସ୍ତ କରିଛି । ମହାକାଳ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିବା ବେଳେ ଦାନୀ ଏକାଦଶ ୧୨ ଓଭରରେ ୭ […]

Read More Text.
IMG 20260217 WA0128

ପାତତାଳେଶ୍ୱର ମନ୍ଦିରରେ ଜାଗର ଉତ୍ସବ ପାଳନ 

ବାରିପଦା  :  ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ପରିସରରେ ୩୯ ତମ ମହାଶିବରାତ୍ରି ଅବସରରେ ଜାଗର ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଅଂଚଳ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସହସ୍ରାଧିକ ଭକ୍ତ ଜାଗର ଦୀପ ଜାଳି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ । ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଦିନବେଳେ ବାବାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଣିତ କଷା, […]

Read More Text.
Zzzzz

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ […]

Read More Text.
Zzz

ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ […]

Read More Text.