Img 20250901 wa0220

ବର୍ଷାରେ ଗୃହ ନଷ୍ଟ ହୋଇଥିବା ବିଜାତଳା ବ୍ଲକ ର ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଲଗାଣ ବର୍ଷା ବିଜାତଳା ବ୍ଲକ ଅଂଚଳ ରେ ଅନେକ ଲୋକଙ୍କ ଘର ଭାଙ୍ଗି ଯିବା ଦେଖିବାକୁ ମିଳିଛି l  ବର୍ଷା ବିତ୍ପାତ ଯୋଗୁଁ ଘର ନଷ୍ଟ ହୋଇଥିବା ପରିବାର ନାହିଁ ନ ଥିବା ଅସୁବିଧାରେ ପଡ଼ିଛନ୍ତି ।ମୁଣ୍ଡ ରଖିବାକୁ ଜାଗା ନାହିଁ ।ଚାରିଆଡେ ଥପ ଥପ ପାଣି ।ସମସ୍ତେ ଜ୍ବର, ଥଣ୍ଡା,କାଶ ରେ ପିଡିତ ।ତଦସହ ସର୍ପ ଭୟ ଯୋଗୁଁ ପିଡିତ ପରିବାର ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ଗୋରୁ, […]

Read More Text.
Img 20250901 wa0218

ଓଡିଶା ଡ୍ରାଇଭର ମହାସଂଘର ଷଷ୍ଠ ବାର୍ଷିକ ଦିବସ ମହାସମାରୋହରେ ପାଳିତ

ସେପ୍ଟେମ୍ବର ପହିଲାକୁ ରାଜ୍ୟ ସରକାର ଡ଼୍ରାଇଭର ଦିବସ ମାନ୍ୟତା ଦେବା ପାଇଁ ଓଡ଼ିଶା ଡ଼୍ରାଇଭର ମହାସଂଘର ଦାବି ବାରିପଦା: ସେପ୍ଟେମ୍ବର ୧  ଓଡିଶା ଡ୍ରାଇଭର  ମହାସଂଘ,ଵାମନଘାଟି ଶାଖା  ତରଫରୁ   ଷଷ୍ଠ ଡ଼୍ରାଇଭର ଦିବସ ମହାସମାରୋହରେ ପାଳନ କରାଯାଇଛି । ପ୍ରାରମ୍ଭରେ  ଵସଷ୍ଟାଣ୍ଡ ନିକଟସ୍ଥ ଓଡ଼ିଶା ଡ଼୍ରାଇଭର ମହାସଂଘର କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଡ଼୍ରାଇଭରମାନେ ଏକଜୁଟ ହୋଇ  ପତକା ଉତ୍ତୋଳନ କାର୍ଯ୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ । ପରେ ବାମନଘାଟି ଉପଖଣ୍ଡର  ୭ ଟି ବ୍ଳକର ଏବଂ  ପୌରାଞ୍ଚଳର  […]

Read More Text.
Img 20250901 wa0192

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ, ମୋଟ ୨୩୮ଗୋଟି ଅଭିଯୋଗର ହେଲା ଶୁଣାଣି 

ବାରିପଦା:  ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି  ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ  ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଯାଇଛି । ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ,  ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, […]

Read More Text.
Photo for the news of sradhautsav

ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ

ଆଗରପଡ଼ା :ବନ୍ତ ବ୍ଳକ ବଡ଼ମହିଁଷଗୋଠ ପଂଚାୟତ ନରାଜପୁର ଗ୍ରାମବାସୀ ତଥା ସମାଜସେବୀ ପ୍ରଭାକର ପଣ୍ଡାଙ୍କ ଶ୍ରାଦ୍ଧ ଉତ୍ସବ ତାଙ୍କ ବାସଭବନରେ ଅନୁଷ୍ଠିତ ହେବା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ପ୍ରଫେସର ଅମରେନ୍ଦ୍ର ପାଣି, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ,ପ୍ରାକ୍ତନ ସରପଂଚ ରବିନ୍ଦ୍ର ପଣ୍ଡା, ରବିନାରାୟଣ ମହାନ୍ତି, ଯୁବନେତା ସତ୍ୟ ସାଧନ ବେଜ,ଶିକ୍ଷାବିତ୍ କୈଳାସ ଧଳ,ଉପେନ୍ଦ୍ର ଶତପଥୀ, ପୁରୁଷଣ୍ଢ […]

Read More Text.
Photo for the news of anganwadi

ବିଟିପୁର ଅଙ୍ଗନବାଡ଼ିରୁ ଲୁଟ୍ ଉଦ୍ୟମ

ଆଗରପଡ଼ା: ବନ୍ତ ବ୍ଳକ ବିଟିପୁର ଅଙ୍ଗନବାଡ଼ି କେନ୍ଦ୍ରରୁ କେହି ଦୁବୃର୍ତ୍ତ ଚୋରୀ ଉଦ୍ୟମ କରି ବ୍ୟର୍ଥ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଥିବା ତିନିଗୋଟି ତାଲାକୁ ଭାଙ୍ଗି ଦେଇଥିଲା ଦୁବୃର୍ତ୍ତ । ଭିତରେ ଥିବା ଗ୍ୟାସ ସିଲିଣ୍ଡରକୁ ନେଇଯାଇ ଏକ ବୁଦା ମୂଳରେ ଲୁଚାଇ ରଖି ପୁନର୍ବାର ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ଜନୈକ ବ୍ୟକ୍ତି ଏହାକୁ ଦେଖି ଅଙ୍ଗନବାଡ଼ି କର୍ମୀ ବିନୋଦିନୀ ଧିରଙ୍କୁ ଖବର ଦେଇଥିଲେ । କର୍ମୀଙ୍କ […]

Read More Text.
Income tax

ପାନ୍ କାର୍ଡରେ ଜାଲିଆତି, ଗ୍ରୋସରୀ ଦୋକାନ ମାଲିକଙ୍କୁ ୧୪୧ କୋଟି ଟଙ୍କାର ଟ୍ୟାକ୍ସ

୧୪୧ କୋଟି ଟଙ୍କାର ଟ୍ୟାକ୍ସ । ସେ ପୁଣି କୌଣସି ସରକାରୀ କର୍ମଚାରୀ କି ବିଜନେସ୍ ମ୍ୟାନ୍ ନୁହେଁ ଜଣେ ଗ୍ରୋସରୀ ଦୋକାନ ମାଲିକଙ୍କୁ ଆସିଛି ୧୪୧ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ । ଉତ୍ତର ପ୍ରଦେଶର ବୁଲନ୍ଦସହରର ଏକ ଛୋଟ ଗ୍ରୋସରୀ ଦୋକାନର ମାଲିକଙ୍କୁ ଏଭଳି ସରକାରୀ ନୋଟିସ୍ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ଛଅଟି କମ୍ପାନୀ ସ୍ଥାପନ କରିବା ପାଇଁ ତାଙ୍କ ପାନ କାର୍ଡର […]

Read More Text.
Pakistan

ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ

ପାକିସ୍ତାନ : ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗିଲଗିଟ୍-ବାଲ୍ଟିସ୍ତାନରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗିଲଗିଟ-ବାଲ୍ଟିସ୍ତାନ ସରକାରଙ୍କ ମୁଖପାତ୍ର ଫୈଜଉଲ୍ଲା ଫାରାକ ଏକ ବିବୃତ୍ତିରେ କହିଛନ୍ତି ଯେ, ବିମାନଟି ଡିଆମର ଜିଲ୍ଲାର ଚିଲାସ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଆମର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଅବଦୁଲ ହମିଦ କହିଛନ୍ତି ଯେ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କ […]

Read More Text.
Char dham

ସେପ୍ଟେମ୍ବର ୫ ଯାଏଁ ସ୍ଥଗିତ ଚାରଧାମ ଯାତ୍ରା ଓ ହିମକୁଣ୍ଡ ସାହିବ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ଏବଂ ଗଡ଼ୱାଲ ଡିଭିଜନର କମିଶନର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଜୁଲାଇ ୩ରେ ଘୋଷଣା କରିଥିଲେ ଯେ, ଖରାପ ପାଗ ଯୋଗୁଁ ରାଜ୍ୟ ସରକାର ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । […]

Read More Text.
Modi sco

SCOରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଚେତାବନୀ ଦେଲେ ମୋଦୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ ଖୋଲା ସମର୍ଥନ ଆଉ ସାହାଯ୍ୟ କରୁଛନ୍ତି। ଏହାକୁ ଗ୍ରହଣ କରାଯିବ ନାହିଁ। ମୋଦୀ କହିଛନ୍ତି, ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ବିପଦ। ଜମ୍ମୁ ଓ କଶ୍ମୀରର ପହଲଗାମରେ […]

Read More Text.