ଡ୍ରେନ୍ ସଫା କଲେ ବିଡିଓ
ସିନାପାଲି: ‘ଆପଣ ନେଇ କରୁନ୍…। ଆମେ ସଫା କର୍ମୁଁ। ଡ୍ରେନ୍(ନାଳ)ରୁ ବାହାରୁନ୍..।’ କିଛି ମହିଳା ଜଣେ ଅଧିକାରୀଙ୍କୁ ଘେରି ଯାଇ ହାତ ଯୋଡ଼ି ବାରମ୍ବାର ନେହୁରା ହେଉଥିଲେ। ଡ୍ରେନ୍ ସଫା କରନ୍ତୁ ନାହିଁ ବୋଲି କହୁଥିଲେ। ତେବେ ଡ୍ରେନ୍ ସଫା କରି ଅଧିକାରୀ କହୁଥିଲେ, ‘ମୁଇଁ ଆସିଛି ତମ କାମ କରିବା ଲାଗି। ମୋତେ କରିବାକୁ ଦିଅ….।’ ଏଭଳି ଦୃଶ୍ୟ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି। ପ୍ରସାରିତ ହେଉଥିବା ଭିଡିଓଟି ନୂଆପଡ଼ା ଜିଲା ସିନାପାଲିର ଏବଂ […]
Read More Text.