ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ
ବାରିପଦା: ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ମହାବିଦ୍ୟାଳୟର ରାଇରଙ୍ଗପୁର ବ୍ଳକ ପଡିଆ ନିକଟରେ ୟୂଜିସି ଛାତ୍ର ହଷ୍ଟେଲ ଅଛି ।ସେଠାରେ ୬୦ ଜଣ ସବୁ ବର୍ଗର ଛାତ୍ର ରହି ଆସୁଛନ୍ତି ।ଗତ ବର୍ଷଠାରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି ।କିନ୍ତୁ ସରକାର ଚଳିତବର୍ଷ ମହାମହିମ ରାଷ୍ଟ୍ରପତିଙ୍କ ନାର୍ଦେଶକ୍ରମେ ରାଇରଙ୍ଗପୁର ମହାବିଦ୍ୟାଳୟରେ ଦକ୍ଷତା ବିକାଶକେନ୍ଦ୍ର ଖୋଲିବା ପାଇଁ ଅନୁମତି ମିଳିଛି ଏବଂ ତାହା ୟୁଜିସି ଛାତ୍ରାବାସରେ ବର୍ଷକ ପାଇଁ ଚାଲିବ ବୋଲି […]
Read More Text.