ମୁମ୍ବାଇରେ ହାଇଆଲର୍ଟ, ୩୪ଟି ମାନବ ବୋମା ବିସ୍ଫୋରଣ ଧମକ
ମୁମ୍ବାଇ : ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ । ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି ଆତଙ୍କୀ ସଂଗଠନ । ସୂଚନାନୁଯାୟୀ, ୩୪ଟି ଗାଡ଼ିରେ ୪୦୦ କେଜି ଲେଖାଏଁ ଓଜନର ଆରଡିଏକ୍ସ ଖଞ୍ଜା ଯାଇଛି । ଯାହା ପୁରା ସହରକୁ ଦୋହଲାଇ ଦେବ । ଏଥିରେ କୋଟିଏ ଲୋକଙ୍କର ମୃତ୍ୟୁ ହେବ […]
Read More Text.