Img 20250908 wa0252

ତହସିଲଦାରଙ୍କ ସରକାରୀ ଗୃହରୁ ନାଗସାପ ଓ ଛୁଆ ଉଦ୍ଧାର

ବାରିପଦା: ଆଜି ତହସିଲଦାରଙ୍କ ସରକାରୀ ବାସଗୃହ ରୁ ନାଗ ସାପ ଏବଂ ଛୁଆ  କୁ ସ୍ନେକ  ହେଲପ୍  କର୍ମଚାରୀ ଉଦ୍ଧାର କରିଛନ୍ତି ।ସୂଚନାଯୋଗ୍ୟ  ତହସିଲଦାର ବିଶ୍ଵନାଥ ଵିଶ୍ବାଳ ଦିର୍ଘ ୩ ମାସ ହେଲା ପ୍ରଶିକ୍ଷଣ ପାଇଁ ଭୁବନେଶ୍ବର ଯାଇଥିଲେ ।ଆସନ୍ତାକାଲି ସେ ନିଜ କାର୍ଯ୍ଯରେ ଯୋଗଦାନ କରିବେ ।ଏଥିପାଇଁ ଆଜି ତହସିଲ ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର ରଞ୍ଜନ ପାତ୍ର,ଏବଂ ସଫେଇ କର୍ମଚାରୀ ତାଙ୍କ ବାସ ଭବନକୁ  ଯାଇଥିଲେ । ସଫେଇ କର୍ମଚାରୀ କବାଟ ଖୋଲି ସଫେଇ […]

Read More Text.
Img 20250908 wa0249

ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ଭୁବନେଶ୍ୱର ଓ ବାରିପଦାର ନାଟକ ମଞ୍ଚସ୍ଥ – ଦର୍ଶକଙ୍କୁ ସ୍ତବ୍ଧ କଲେ ସୁଜାତା

ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ୨ ଟି ନାଟକ ମଞ୍ଚସ୍ଥ ହୋଇଯାଇଛି I ୩ୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଗଦାଧର ପୁଟି ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଭିନେତା ନିର୍ଦ୍ଦେଶକ କ୍ଷୀରୋଦ ସିଟ ଓ କୁମରମଣୀ ନାୟକ ତଥା କାଶୀନାଥ ରଣା ଓ ପୀତବାସ ସେଠି ଯୋଗଦେଇ କାର୍ଯ୍ୟକ୍ରମକୁ […]

Read More Text.
Img 20250908 wa0231

ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ଜିତିଲା ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ

ବାରିପଦା: ଚଳିତ ମାସ ୬ ଓ ୭ ତାରିଖ କୋଲକାତା ଠାରେ କୋଲକାତା କ୍ରିକେଟ ଓ ଫୁଟବଲ କ୍ଳବ ଓ ବେଙ୍ଗଲ ରଗବୀ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିବା  ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଳାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମହିଳା ଦଳ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବହୁ ପୁରାତନ ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍ ପ୍ରତିଯୋଗିତାରେ ପ୍ରଥମ ଥର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀ […]

Read More Text.
Img 20250908 wa0233

ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ, ମୋଟ ୧୨୩ ଟି ଅଭିଯୋଗର ହେଲା ଶୁଣାଣୀ

ବାରିପଦା: ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି. ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲି ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା […]

Read More Text.
Img 20250908 wa0247

ଜିଲ୍ଲା ଉସୁ ସଂଘ ଦ୍ୱାରା ଖେଲ ଇଣ୍ଡିଆ ସିଟି ଲିଗ ଆୟୋଜନ

ବାରିପଦା – ବାରିପଦା ଡ଼ିଗ୍ରୀ କଲେଜ ଆନୁକୂଲ୍ୟରେ  ଜିଲ୍ଲା ଉସୁ ସଂଘ ଦ୍ୱାରା ଅସ୍ମିତା ଖେଲ ଇଣ୍ଡିଆ ସିଟି ଲିଗ ଆୟୋଜନ କରାଯାଇଥିଲା। ଏହି ସିଟି ଲିଗ ଓଡିଶା ଉସୁ ସଂଘ ଦ୍ୱାରା ସ୍ୱୀକୃତି ପ୍ରଦାନ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜନ କରାଯାଇଥିଲା ଏଥିରେ ଜିଲ୍ଲା ରୁ ୧୫୦ ଜଣ ମହିଳା ଖେଳାଳି ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଦିବସରେ ଉସୁ ଓଡିଶା ସଂଘର ଚେୟାରମେନ ଏବଂ ଫାଉଣ୍ଡେସନର ପ୍ରେସିଡେଣ୍ଟ ସୁଧାଂଶୁ ଶେଖର ହରିଚନ୍ଦନ ମୁଖ୍ୟ ଅତିଥିଭାବରେ […]

Read More Text.
Img 20250908 wa0236

ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ ସମେତ ରଜନୀ କାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ଜିଲ୍ଳାରେ ପୂର୍ତ୍ତ, ଗ୍ରାମ୍ୟ […]

Read More Text.
Img 20250908 wa0230

ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ପାଳନ ଅବସରରେ ବାରିପଦା ଠାରେ  ଜିଲ୍ଲା ସ୍ତରୀୟ ସାଇକେଲ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା – କେନ୍ଦ୍ର ସରକାରଙ୍କ ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-୨୦୨୫ ଅଧୀନରେ ସlଧାରଣ ଲୋକ ଙ୍କୁ ସାକ୍ଷର କରିବା ଲକ୍ଷ୍ୟ ନେଇ , ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫ ରୁ ୧୫ ବର୍ଷ ବୟସ ରୁ ଉର୍ଦ୍ଧ୍ବ  ନିରକ୍ଷର ଭାଈ ଓ ଭଉଣୀ ମାନଙ୍କ ସାକ୍ଷରତା ପାଇଁ ଏକ ଅଭିନବ ପ୍ରୟାସ। ଏଥିପାଇଁ ଓଡ଼ିଶା ସରକାର ଙ୍କ ର ନିଷ୍ପତି କ୍ରମେ, ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସାଧନ ଜରିଆରେ ଗାଁ ଗାଁରେ ସର୍ଭେ କରାଯାଇ […]

Read More Text.
Img 20250908 wa0223

ଭାରତୀୟ ସ୍ଥଳ ବାହିନୀ ତରଫରୁ ବାରିପଦା  ଠାରେ ୩ ଦିନିଆ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ  ଶିବିର ଉଦଘାଟିତ

ବାରିପଦା: ପଭାରତୀୟ ସ୍ଥଳ ବାହିନୀର ଷ୍ଟେସନ ହେଡ଼ କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତା ୧୦-୦୯-୨୦୨୫ରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ବାରିପଦାର ଷ୍ଟେସନବଜାର ଆଶୀର୍ବାଦ ଛକ ନିକଟସ୍ଥ ବିବାହ ମଣ୍ଡପ ଠାରେ ଆୟୋଜିତ ଆଦର୍ଶ ସମନ୍ବିତ ସ୍ୱାସ୍ଥ୍ୟ  ଶିବିର ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଆଜି  ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମ୍ମାନୀୟ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନୀୟା ମହାରାଣୀ  ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, […]

Read More Text.
Supreme court 1068x601

ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ହେବ ‘ଦ୍ଵାଦଶ କାଗଜପତ୍ର’

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମତଦାତା ସୂଚୀରେ କୌଣସି ମତଦାତାଙ୍କୁ ସାମିଲ ଅଥବା ବହିଷ୍କାର କରିବା ଲାଗି କୌଣସି ବ୍ୟକ୍ତିଙ୍କ ପରିଚୟ ସ୍ଥିର କରିବା ପାଇଁ ଆଧାର କାର୍ଡକୁ ଧ୍ୟାନରେ ରଖାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଶୁଣାଣି ସମୟରେ […]

Read More Text.
Image 2025 09 08t135841.130

ଲୋକଙ୍କ କାନ୍ଧରେ ବସି ବନ୍ୟାଞ୍ଚଳ ବୁଲିଲେ କଂଗ୍ରେସ ସାଂସଦ, ଭିଡିଓ ଭାଇଇରାଲ ପରେ ଘେରିଲା ବିଜେପି

ପାଟନା: ରବିବାର ବିହାରର କଟିହାରର ମଣିହାରୀ ଏବଂ ବରାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ ତାରିକ ଅନୱର । ଏହି ସମୟରେ ଗ୍ରାମବାସୀମାନେ ତାରିକ ଅନୱରଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ବିଜେପି ନେତା ଶହଜାଦ ପୁନାୱାଲା ତାରିକ ଅନୱରଙ୍କୁ ସମାଲୋଚନା କରିଥିଲେ । ଶହଜାଦ ପୁନାୱାଲା ତାରିକ ଅନୱରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବନ୍ୟା […]

Read More Text.