Nepal pm

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଲେ ଇସ୍ତଫା, ଘର ଜାଳିଦେଲେ ବିକ୍ଷୋଭକାରୀ

ନେପାଳ : ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ସମଗ୍ର ଦେଶ ଜଳୁଛି । ଦ୍ବିତୀୟ ଦିନ ପାଇଁ ସାରା ଦେଶରେ ହିଂସାକାଣ୍ଡ ଜାରି ରହିଛି । ଦେଶରେ ବ୍ୟାପକ ହିଂସାକାଣ୍ଡ ପରେ ଶେଷରେ କୌଣସି ଉପାୟ ନପାଇ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ତାଙ୍କ ମନ୍ତ୍ରିମଣ୍ଡଳରେ ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆନ୍ଦୋଳନକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବରଖାସ୍ତ […]

Read More Text.
Bihar bomb

ପାଟନାରେ ବୋମାମାଡ଼ ଧମକ, ଗୁରୁଦ୍ବାରାକୁ ଉଡ଼ାଇବାକୁ ଆସିଲା ଇମେଲ

ବିହାର: ବିହାରର ରାଜଧାନୀ ପାଟନାରେ। ତଖ୍ତ ଶ୍ରୀ ହରମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରାକୁ ବୋମାରେ ଉଡ଼ାଇଦେବାକୁ ଧମକ । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଛି । ଗୁରୁଦ୍ୱାରର ସରକାରୀ ଇମେଲକୁ ପଠାଯାଇଥିବା ଇମେଲରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା, ଲଙ୍ଗର ହଲରେ 4ଟି RDX ରଖାଯାଇଛି । ଏହା ସହିତ ଏହି ଇମେଲରେ ପାକିସ୍ତାନ ଜିନ୍ଦାବାଦ ଏବଂ ISI ଜିନ୍ଦାବାଦ ଭଳି ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା । ଏହି ଧମକ ଗୁରୁଦ୍ୱାରା ପରିସରରେ ଭୟର ବାତାବରଣ ଖେଳିଯାଇଛି […]

Read More Text.
08 09 2025 nepal border protest 24040373 750x430

ନେପାଳରେ ପରିସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ, ଭାରତ-ନେପାଳ ସୀମାରେ ହାଇ ଆଲର୍ଟ

କାଠମାଣ୍ଡୁ : ନେପାଳରେ ସୋସିଆଲ ମିଡିଆ ଆପ୍ ବନ୍ଦ ହେବା ପରେ ଜେନ-ଜି ପିଢି ଭୟଙ୍କର ବିକ୍ଷୋଭ କରୁଛନ୍ତି । ଫଳରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । […]

Read More Text.
Siachein

ସିଆଚିନରେ ହିମସ୍ଖଳନ, ୩ ଯବାନ ସହିଦ

ଲଦାଖ : ଲଦାଖ ସିଆଚିନରେ ହିମସ୍ଖଳନ । ହିମସ୍ଖଳନରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର । ଏଠାରେ ସୈନିକ ୬୦ ଡିଗ୍ରୀ ଥଣ୍ଡା, ପବନ ଏବଂ ବରଫକୁ ସାମ୍ନା କରୁଛନ୍ତି ଯବାନ । ହିମସ୍ଖଳନ ଯୋଗୁଁ ସେନାର ଏକ ପୋଷ୍ଟ ନଷ୍ଟ ହୋଇଛି । ସେନାର ଉଦ୍ଧାରକାରୀ ଦଳ କାମରେ ଲାଗିପଡିଛନ୍ତି । ଏମାନେ ଲେହ ଏବଂ ଉଧମପୁରରୁ ବାହାରିଛନ୍ତି । ସିଆଚିନ ଗ୍ଲେସିୟର କାରାକୋରମ […]

Read More Text.
Images

ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ହେଲେ ବିଜୟ । ପ୍ରାୟ 98.2 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । 452 ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍ । INDIA ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ପାଇଲେ 300 ପ୍ରଥମ ପସନ୍ଦ ଭୋଟ । ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ୍। ସିପି. […]

Read More Text.
Pm himachal

ହିମାଚଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ବିପନ୍ନଙ୍କୁ ୧୫୦୦ କୋଟି ଟଙ୍କା ସହାୟତା ଘୋଷଣା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରରୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ହିମାଚଳ ପ୍ରଦେଶରେ ବନ୍ୟା ଏବଂ […]

Read More Text.
Chinese 750x430

ଆମେରିକାକୁ ଚୀନ୍ ରାଷ୍ଟ୍ରଦୂତଙ୍କ ବାର୍ତ୍ତା; ‘ଏକାଠି ଲଢିବେ ଭାରତ-ଚୀନ୍‌’,

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କର ମୁକାବିଲା କରିବା ଉଚିତ, କାରଣ ଏହା ଅନ୍ୟାୟ ଏବଂ ଭୁଲ। ସେ କହିଛନ୍ତି ଯେ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଉଭୟ […]

Read More Text.
୧୧୧

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ। ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର। ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା […]

Read More Text.
Snake

ସର୍ପାଘାତରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ନବରଙ୍ଗପୁର:  ଅନ୍ଧବିଶ୍ବାସର କରୁଣ ପରିଣତି । ସାପ କାମୁଡ଼ିବା ପରେ ମେଡିକାଲ ନଯାଇ ଗୁଣିଆ ପାଖକୁ ଗଲେ ।  ଆଉ ଅକାଳରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ଚିକିତ୍ସାରେ ବିଳମ୍ବତା ଯୋଗୁଁ ଚାଲିଗଲା ୨ନୀରିହ ଜୀବନ ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁର ଅଭାବନୀୟ ଘଟଣା ।  ମୃତକ ହେଲେ ଭାଇ ଋତୁରଜ ହରିଜନ ଏବଂ ଭଉଣୀ ଅମିତା ହରିଜନ । ପରିବାରର ୬ଜଣ ସଦସ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ […]

Read More Text.
Workers 1068x601

ପୁଣି ରାଜ୍ୟକୁ ଫେରିଲା ୨ ଶ୍ରମିକଙ୍କ ମରଶରୀର

ପାତ୍ରପୁର:  ପିଛା ଛାଡ଼ୁନି ଦାଦନ ମୃତ୍ୟୁ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ବାରମ୍ବାର ଦାଦନ ଶ୍ରମିକଙ୍କ ମୃତ୍ୟୁ ସାମ୍ନାକୁ ଆସୁଛି। ଗତ ରବିବାର ଏବଂ ସୋମବାର ଦୁଇ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ବାହାର ରାଜ୍ୟରୁ ଆସି ପହଞ୍ଚିଥିବା ବେଳେ ପୁଣି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ବାଦପୁରରେ ଜଣେ ଶ୍ରମିକଙ୍କ ମୃଦଦେହ ପହଞ୍ଚିଥିବାବେଳେ ତିନିଘରିଆର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ତାମିଲନାଡୁରୁ ଆସୁଥିବା ଖବର ମିଳିଛି। ପ୍ରାଣ ହରାଇଥିବା ଏହି […]

Read More Text.