ପ୍ରତ୍ୟେକ ବ୍ଲକରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ବିଭାଗୀୟ ଜନ କଲ୍ୟାଣକାରୀ ଯୋଜନା ସମ୍ଭନ୍ଧରେ ସେଚତନ କରାଯିବ
ବାରିପଦା: ଏଣିକି ପ୍ରତ୍ୟେକ ବ୍ଲକରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିଜ ନିଜ ବ୍ଲକ ଅଧିନସ୍ଥ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କରିବେ। ଲାଇନ ବିଭାଗର ଅଧିକାରୀମାନେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ସମାଧାନ ବୈଠକରେ ନିଶ୍ଚିତ ଭାବେ ଯୋଗଦେବା ସହିତ ଜନସାଧାରଣଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗର ସମୟୋଚିତ ସମାଧାନ ସୁନିଶ୍ଚିତ କରିବାକୁ […]
Read More Text.