Screenshot 2025 09 13 111404 750x430

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ନେପାଳରେ ହିଂସା ପରେ, ସୁଶୀଳା କାର୍କି ଏବେ ଅନ୍ତରୀଣ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏହାସହ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା ପ୍ରକାଶ କରିଛି। ଭାରତ କହିଛି ଯେ ସେମାନେ ଉଭୟ ଦେଶର ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବେ। ପ୍ରକୃତରେ, ଯୁବକମାନେ ପ୍ରତିବାଦ କରିବା ପରେ, ନେପାଳର […]

Read More Text.
Boat picture2

କଙ୍ଗୋରେ ଡଙ୍ଗା ବୁଡ଼ି ୮୬ ମୃତ

କଙ୍ଗୋ: କଙ୍ଗୋରେ ଭୟଙ୍କର ବୋଟ ଟ୍ରାଜେଡି । ଯେଉଁଥିରେ ଅତି କମରେ ୮୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି । ନର୍ଥୱେଷ୍ଟର୍ଣ୍ଣ ଇକ୍ୟୁଏଟର ପ୍ରୋଭିନସରେ ଏହି ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି । ମାଲେଞ୍ଜି ଗାଁ ନିକଟ କଙ୍ଗୋ ନଦୀରେ ଡଙ୍ଗାରେ ୫ଶହରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । […]

Read More Text.
Hot air ballon

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ମୋହନ ଯାଦବ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ । ବଡ଼ ବିପଦରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ । ମନ୍ଦସୋର ଜିଲ୍ଲାର ଗାନ୍ଧି ସାଗରରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟ୍ ର ଶୁଭାରମ୍ଭ ପାଇଁ ଯାଇଥିବା ବେଳେ ଅଘଟଣ । ସୂଚନା ଅନୁଯାୟୀ, ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୋରକୁ ଯାଇଥିଲେ । ଯେଉଁଠାରେ ମୁଖ୍ୟମନ୍ତ୍ରୀ ଗାନ୍ଧିସାଗର ଫରେଷ୍ଟ ରିଟ୍ରିଟରେ ହଟ୍ ଏୟାର ବେଲୁନରେ ଉଡ଼ିଥାନ୍ତେ […]

Read More Text.
Nepal curfew

ନେପାଳରୁ ହଟିଲା କର୍ଫ୍ୟୁ: ଖୋଲିଲା ଦୋକାନ ଓ ମଲ୍

କାଠମାଣ୍ଡୁ : ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଆଜି ରାଜଧାନୀ କାଠମାଣ୍ଡୁରେ ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । କର୍ଫ୍ୟୁ ହଟାଯିବା ପରେ ଜେନ-ଜି ଦେଶରେ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି । ରାସ୍ତା ଏବଂ ଡିଭାଇଡରକୁ ରଙ୍ଗ ଲଗେଇବା କାମ ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ […]

Read More Text.
Modiiiiiii

ମଣିପୁର ସାହସ ଓ ବୀରତ୍ୱର ଭୂମି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି […]

Read More Text.
Images

ମିଜୋରାମକୁ ମୋଦିଙ୍କ ଭେଟି: ଉଦଘାଟନ କଲେ ପ୍ରଥମ ରେଳ ଲାଇନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ ଟି ରାଜ୍ୟ ଗସ୍ତରେ ଅଛନ୍ତି । ଆଜି ପ୍ରଥମ ଦିନରେ ସେ ପ୍ରଥମେ ମିଜୋରାମରେ ପହଞ୍ଚିଛନ୍ତି । ସେ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମଣିପୁର, ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ସେ ପାଞ୍ଚଟି ରାଜ୍ୟରେ ୭୧୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ଆଜି ଗସ୍ତର ପ୍ରଥମ ଦିନରେ […]

Read More Text.
Uttarpradesh 1

ଚରିତ୍ର ଉପରେ ସନ୍ଦେହ କରି ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କଲା ସ୍ବାମୀ

ଉତ୍ତରପ୍ରଦେଶ : ବିଜନୌର ଜିଲ୍ଲାର ନଗିନା ଦେହାତ ପୋଲିସ ଷ୍ଟେସନ ଅଞ୍ଚଳରେଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ଅବୈଧ ସମ୍ପର୍କ ସନ୍ଦେହରେ  ନିଜ ପତ୍ନୀଙ୍କୁ ପିଟିଥିଲେ ସ୍ବାମୀ । କଥା କେବେଳ ଏତିକିରେ ଅଟକି ନଥିଲା ସ୍ବାମୀ ଏବଂ  ନିଜ ପତ୍ନୀଙ୍କୁ ଲଣ୍ଡା କରିଦେଇଛନ୍ତି । ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୀଡିତ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି କିନ୍ତୁ ପରେ ପତ୍ନୀ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ […]

Read More Text.
Fake passport

ନକଲି ପାସପୋର୍ଟ ସହ ମୁମ୍ବାଇ ବିମାନବନ୍ଦରରୁ ଗିରଫ ହେଲେ ନେପାଳୀ ଏବଂ ବାଂଲାଦେଶୀ ନାଗରିକ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ନକଲି ଭାରତୀୟ ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବାର ପ୍ରୟାସକୁ ପଣ୍ଡ କରିବାରେ ଏହି ଗିରଫଦାରୀ ସଫଳ ହୋଇଛି । ପୋଲିସ ବିଶ୍ୱାସ କରୁଛି ଯେ ଏହି ମାମଲା କେବଳ ଅବୈଧ ଯାତ୍ରା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏକ ବଡ଼ ନକଲି ଡକ୍ୟୁମେଣ୍ଟ ରାକେଟ ଆଡ଼କୁ ମଧ୍ୟ ଇଙ୍ଗିତ […]

Read More Text.
Baleswar

ଏଲଆଇସି ଡେଭଲପମେଣ୍ଟ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ବର: ସନ୍ଦେହରେ ଏଲ ଆଇ ସି ଡେଭଲପମେଣ୍ଟ ଅଫିସରଙ୍କ ମୃତ୍ୟୁ । କେମିତି ଘଟିଲା ? କିଏ ତାଙ୍କୁ ହତ୍ୟା କଲେ ? ଯଦି ଜୀବନ ନେଲେ ଏହା ପଛରେ କାରଣ କଣ’ ? ସାଧାରଣ ଲୋକଙ୍କ ମନରେ ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଛି । ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଅଞ୍ଚଳରେ ଏଲ ଆଇ ସି ଡେଭଲପମେଣ୍ଟ ଅଫିସରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ […]

Read More Text.
School

୪ ଘଣ୍ଟା ପରେ ବାକ୍ସ ଭିତରୁ ଉଦ୍ଧାର ହେଲା ୩ ବର୍ଷର ଛାତ୍ର

ବଣାଇ : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଯରଡ଼ା ହାଇସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ଏହି ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ଆଉ ଜଣେ ୩ୟ ଶ୍ରେଣୀ ଛାତ୍ରକୁ  ଏକ ବାକ୍ସରେ ପୁରାଇ ଦେଇଥିଲା । ଛାତ୍ର ଜଣକ ପରେ ପାର୍ଥନାକୁ ନ ଆସିବା ଦେଖି ଶିକ୍ଷକ ଓ ଅନ୍ୟମାନେ ଖୋଜାଖୋଜି କରିବା ସହ ବାପା ମା’ ଙ୍କୁ ଫୋନ ଯୋଗେ ପଚାରିଥିଲେ । କାଳେ ସେ ଲୁଚି ଘରକୁ ପଳାଇଛି କି […]

Read More Text.