ପାରିବାରିକ କଳହରୁ ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା
ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ ର କାଳୀ ଚରଣ ପ୍ରଧାନଙ୍କର ଦୁଇ ପୁଅ ବଡ ପୁଅ ନୀଳ ମାଧବ ପ୍ରଧାନ ଏବଂ ସାନ ଜିଜ୍ଞାସୁ ପ୍ରଧାନ। ଶୁକ୍ରବାର ଅପରାହ୍ନ ସମୟରେ କାଳିଚରଣ ଦୁଇ ପୁଅଙ୍କୁ ସ୍କୁଲରୁ ନେଇ ଘରକୁ ଫେରୁଥିବାବେଳେ […]
Read More Text.