ମୃଦୁପାନୀୟରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କୁ ଲୁଟ୍, ପଡ଼ୋଶୀକୁ ଗିରଫ କଲା ପୋଲିସ
ଯାଯପୁର: ଚାରିଆଡ଼େ ବୁଲୁଛନ୍ତି ଲୁଟେରା । କେବଳ ପୁରୁଷ ନୁହେଁ ମହିଳାମାନେ ବି ଲୁଟୁଛନ୍ତି । ଲୁଟେରାମାନେ ଯେ କେତେ ପ୍ଲାନ୍ କରି ଲୁଟ୍ କରନ୍ତି ତାର ହିସାବ ନାହିଁ । କିଏ ମୁଖା ପିନ୍ଧି ଆସି ଲୁଟ୍ କରନ୍ତି ତ କିଏ ରାତିର ଘନ ଅନ୍ଧାକାରରେ ସବୁ ଶୋଇଗଲା ପରେ ଲୁଟ୍ କରନ୍ତି । କିନ୍ତୁ ଏବେ ପଡ଼ୋଶୀଙ୍କ ଉପରେ ବି ଆଉ ବିଶ୍ବାସ ନାହିଁ । ଆମେ ଏମିତି କହିବାର କାରଣ ହେଉଛି ନିକଟରେ ହୋଇଥିବା […]
Read More Text.