H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର
ଆମେରିକା : ଟ୍ରମ୍ପ୍ ଙ୍କ H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର । ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ହ୍ବାଇଟ୍ ହାଉସ୍ । ଜାତୀୟତା ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ମେଡିକାଲ୍ ଗ୍ରାଜୁଏଟ୍ ମାନଙ୍କୁ H-1B ଭିସାର ୯୦ ଲକ୍ଷ ଟଙ୍କା ନିୟମରୁ ବାଦ ଦିଆଯାଇପାରେ । ହ୍ୱାଇଟ ହାଉସର ମୁଖପାତ୍ର ଟେଲର ରଜର୍ସ ଏକ ଇମେଲରେ ଏହା ସ୍ପଷ୍ଟ କରିଛନ୍ତି । ତେବେ ବିଧିବଦ୍ଧ […]
Read More Text.