11

‘ଓଡିଆ ଭର୍ଚ୍ୟୁଆଲ ଅକାଦମୀ ’ପକ୍ଷରୁ ‘ଭାଷାଦାନ’ ଉପରେ ବୈଠକ

ଭୁବନେଶ୍ବର : ‘ଓଡିଆ ଭର୍ଚ୍ୟୁଆଲ ଅକାଦମୀ’ (ଓଭା) ପକ୍ଷରୁ ‘ଭାଷାଦାନ’ ଉପରେ ଏକ ବୈଠକ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ‘ଓଭା’ର ଆଇଟି ମ୍ୟାନେଜର ସ୍ମୃତିରଞ୍ଜନ ମିଶ୍ର ସଭାପତିତ୍ବ କରି ‘ଭାଷାଦାନ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ କହିଥିଲେ | ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଲାଗି ଏକ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହିତ ଜୀବନର ସବୁକ୍ଷେତ୍ରର ବିଷୟବସ୍ତୁକୁ ଓଡ଼ିଆ ଆଲେଖ୍ୟ, ଅଡ଼ିଓ ବୁକ୍ ଓ ଭିଡ଼ିଓରେ ରୂପାନ୍ତରିତ […]

Read More Text.
Aircrift

ଯୁଦ୍ଧ ବିମାନ ପାଇଁ HAL ସହିତ ୬୨,୩୭୦ କୋଟିର ଚୁକ୍ତି ସ୍ୱାକ୍ଷର

ଭାରତୀୟ ବାୟୁସେନାକୁ ମିଳିବ ୯୭ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ।  ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ହାଲ) ସହିତ ୬୨ ହଜାର ୩୭୦ କୋଟି ଟଙ୍କାର କରାଯାଇଛି ଚୁକ୍ତି ସ୍ଵାକ୍ଷର । ୨୦୨୭-୨୮ ମଧ୍ୟରେ ହାଲ୍ ପକ୍ଷରୁ ଯୁଦ୍ଧ ବିମାନ ଯୋଗାଣ ଆରମ୍ଭ ହେବ । ୬ ବର୍ଷ ମଧ୍ୟରେ ସମସ୍ତ ଯୁଦ୍ଧ ବିମାନ ନିର୍ମାଣ କରାଯାଇ ବାୟୁସେନାକୁ ହସ୍ତାନ୍ତର କରାଯିବ । ଏହି ଅର୍ଡରରେ ୬୮ ଟି ଲଢ଼ୁଆ ବିମାନ ଏବଂ ୨୯ […]

Read More Text.
Droupadi murmu

ବୃନ୍ଦାବନରେ ବାଙ୍କେ ବିହାରୀ ମନ୍ଦିର ଓ ନିଧିବନ ବୁଲି ଦେଖିଲେ ରାଷ୍ଟ୍ରପତି, କଲେ ବୃକ୍ଷରୋପଣ

ବୃନ୍ଦାବନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ମଥୁରା-ବୃନ୍ଦାବନର ଏକ ଧାର୍ମିକ ସ୍ଥାନ ଗସ୍ତ କରିଥିଲେ ।  ଏହି ଗସ୍ତ ସମୟରେ ସେ ବାଙ୍କେ ବିହାରୀ ମନ୍ଦିର, ନିଧିବନ ଏବଂ ସୁଦାମା କୁଟୀର ପରିଦର୍ଶନ କରିଥିଲେ ।  ରାଷ୍ଟ୍ରପତି ସୁଦାମା କୁଟୀରରେ କଳ୍ପବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ । ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ବାଙ୍କେ ବିହାରୀ ମନ୍ଦିର ପରିଦର୍ଶନ କରିଥିଲେ ।  ତାଙ୍କ ଆଗମନ ପରେ ମନ୍ଦିରକୁ ଫୁଲ ଏବଂ ମାଳାରେ ସଜାଯାଇଥିଲା । ମନ୍ଦିରର ପୂଜକ […]

Read More Text.
Mp

ରସିକିଆ ସ୍ବାମୀଙ୍କ ନାଁର ଅଭିଯୋଗ, ମିଛ କହି ଝିଅଙ୍କୁ ନେଇ ଯାଉଥିଲେ ଥାଇଲାଣ୍ଡ ଓ ଦୁବାଇ

ମଧ୍ୟପ୍ରଦେଶ : ସ୍ବାମୀଙ୍କ ରସିକିଆ ପଣ,ପ୍ରଶାସନିକ ପଦବୀରେ ରହି ପଦବୀର ଅପ ବ୍ୟବହାର,ଲାଞ୍ଚ,ପରକୀୟା ପ୍ରୀତି,ଅନଧୀକାର ବିଦେଶ ଯାତ୍ରା,ଏମିତି କିଛି ଅଭିଯୋଗ ଆଣିଛନ୍ତି ଭୋପାଳର ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ।  ଏକ ସାଧାରଣ ଶୁଣାଣୀର ତବସୁମ ବାନୋ ନିଜ ସ୍ବାମୀଙ୍କ ଦୁଷ୍କର୍ମ ବିଷୟରେ ଅଧିକାରୀ ମାନଙ୍କ ଆଗରେ ଗୁମର ଫିଟାଇଥିଲେ ଯାହା ଶୁଣି ଅଧିକାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲ । ଏମିତିକି ତାଙ୍କ ସ୍ୱାମୀଙ୍କ ପାଖର ସେ ସୁରକ୍ଷିତ ନଥିବା କହିଥିଲେ । ଉଜ୍ଜୟନୀର ଏକ ସାର୍ବଜନୀନ ଶୁଣାଣୀର […]

Read More Text.
Dharmendra pradhan

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ନିଯୁକ୍ତ

ବିହାର : ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ବିଜେପି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି । ବିହାର ସମେତ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । […]

Read More Text.
Himanchal pradesh

ରୋଗୀଙ୍କ ପେଟରୁ ବାହାରିଲା ୨୯ ଟି ଷ୍ଟିଲ୍ ଚାମଚ, ୧୯ଟି ଟୁଥବ୍ରସ୍ ଏବଂ ଦୁଇଟି କଲମ୍ , ଡ଼ାକ୍ତର ଆଶ୍ଚର୍ଯ୍ୟ

ହିମାଚଳ ପ୍ରଦେଶ :  ହିମାଚଳ ପ୍ରଦେଶର ହାପୁର ଜିଲ୍ଲାରେ ଏକ ଅଜବ ଘଟଣା ନଜରକୁ ଆସିଛି । ଜଣେ ଗୁରୁତର ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପେଟରୁ ଡର୍ଜନ ଚାମଚ,ଟୁଥ୍ ବ୍ରସ,ଓ କଲମ ବାହାର କରାଯାଇଛି । ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ତାଙ୍କର ପରୀକ୍ଷା ପରେ ସତ କଥା ଜଣା ପଡିଥିଲା । ସତ ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଅସ୍ତ୍ରାପଚାର […]

Read More Text.
Modi

ୟୁପି ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଗ୍ରେଟର ନୋଏଡା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଅର୍ଥାତ୍‌ ୨୫ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାରେ ପହଞ୍ଚି ୟୁପି ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ (ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ) ୨୦୨୫ର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡାର ନଲେଜ୍ ପାର୍କରେ ଥିବା ଇଣ୍ଡିଆ ଏକ୍ସପୋ ସେଣ୍ଟର ଏବଂ ମାର୍ଟରେ ସେପ୍ଟେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୟୁପି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଶୋ ୨୦୨୫କୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଧାସଳଖ ହେଲିକପ୍ଟର ଯୋଗେ […]

Read More Text.
Trump khamnei

ଆମେରିକା ନିଜର କଥା ରଖେ ନାହିଁ, ଲୋକଙ୍କ ହତ୍ୟା କରାଇଥାଏ-ଖାମ୍‌ନେଇ

ନୂଆଦିଲ୍ଲୀ : ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍‌ନେଇ। ସେ କହିଛନ୍ତି, ଆମେରିକା ନିଜର କିଛି କଥା ରଖେ ନାହିଁ। ଲୋକଙ୍କ ହତ୍ୟା କରାଇଥାଏ। ଖାମ୍‌ନେଇ ପୁଣି ଥରେ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ଆଲୋଚନା କରିବାର ସମ୍ଭାବନାକୁ ଖାରଜ କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ଖାମ୍‌ନେଇ ୱାଶିଂଟନ ଉପରେ ଲଗାତାର ପ୍ରତିଶ୍ରୁତି ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛନ୍ତି। […]

Read More Text.
Sonam

ଲଦାଖ ହିଂସାକୁ ନେଇ ଟାର୍ଗେଟରେ ସୋନମ ଓ୍ବାଙ୍ଗଚୁକ, ଆସିଲା ପାକିସ୍ତାନ ଲିଙ୍କ୍‌ !

ଲଦାଖରେ ଜାରି ହିଂସାକୁ ନେଇ ଟାର୍ଗେଟକୁ ଆସିଛନ୍ତି ସୋନମ ଓ୍ବାଙ୍ଗଚୁକ। ହିଂସା ପାଇଁ ସୋନମଙ୍କ ଓ୍ବାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି ସରକାର। ଅନ୍ୟପଟେ ସିବିଆଇ ସୋନମ ଏବଂ ତାଙ୍କ ସଂସ୍ଥା ବିରୋଧରେ ବିଦେଶରୁ ମିଳିଥିବା ପାଣ୍ଠିର ତଦନ୍ତ ୨ ମାସ ହେବ ଜାରି ରହିଛି। ସୋନମ ବେଆଇନ ଉପାୟରେ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଚଳିତବର୍ଷ ଫେବୃୟାରୀ ୬ରେ ସେ ପାକିସ୍ତାନ ମଧ୍ୟ ଗସ୍ତ କରିଥିଲେ। ତାଙ୍କର ଏହି ଗସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। […]

Read More Text.
Musk

ଭାରତୀୟ ଆଇନ ପାଳନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏଲନ ମସ୍କଙ୍କ X କୁ ମିଳିଲା ବଡ଼ ଝଟକା

ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ କର୍ଣ୍ଣାଟକ ହାଇକୋର୍ଟରୁ ମିଳିଲା ଝଟକା । ବୁଧବାର ଅର୍ଥାତ୍ ଗତକାଲି କୋର୍ଟ କେନ୍ଦ୍ର ସରକାରଙ୍କ ଟେକଡାଉନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି X ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ‘ଭାରତରେ କାର୍ଯ୍ୟ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଭାରତୀୟ ଆଇନ ପାଳନ କରିବାକୁ ପଡିବ’ । ନିକଟରେ କେନ୍ଦ୍ର ସରକାର Xଙ୍କୁ କିଛି ଆକାଉଣ୍ଟ ଏବଂ ପୋଷ୍ଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ, […]

Read More Text.