Img 20250803 wa0223

ପୋଲିସର ବଡ଼ ସଫଳତା; ମିଳାତ ଚଢ଼ାଉରେ ବାଦାମ ପାହାଡ଼ ଥାନା ଅଂଚଳରେ ୧୦ ଟି ନମ୍ବର ବିହୀନ ବୋଲେରୋ ଜବତ

ଗୋଚାଲାଣରେ ଚୋରାଗାଡି ଵ୍ଯଵହୃତ ସନ୍ଦେହ ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା  ପୋଲିସ  ପକ୍ଷରୁ ଅସାମାଜିକ ,ବେଆଇନ,ଲୁଟେରା ବାଲି ମାଫିଆ,ଦୁବୃର୍ତ୍ତ,ଗୋତସ୍କର ଉପରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରାଯାଇଅଛି ।ଗୋତସ୍କରଙ୍କ ଚରା ଭୂଇଁ ପାଲି କିଛି ବାମନଘାଟୀ ଉପଖଣ୍ଡ ।ଏହା ପ୍ରତି ପୋଲିସ କଠୋର ନଜର ରଖିଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଲା ଯେ ବାଦାମ ପାହାଡ଼ ଅଂଚଳରେ ବହୁତ ଵାହାର ଜିଲ୍ଲାରୁ ଚୋରା ନମ୍ବର ବିହୀନ ବୋଲେରୋ ରେ […]

Read More Text.
Img 20250803 wa0221

ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉପକରଣ ବଣ୍ଟନ ଶିବିର

ବାରିପଦା:- ତା ୦୩.୦୮.୨୦୨୫ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ସହିଦ ସ୍ମତି ଭବନ, ବାରିପଦା ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବିଶାଳ ଉପକରଣ ବଣ୍ଟନ ଶିବିର ଆୟୋଜନ ହୋଇ ଯାଇଅଛି । ଉକ୍ତ ଉପକରଣ ବଣ୍ଟନ ଶିବିରକୁ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ମାନ୍ୟବର ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିଶ୍ଚା ଅଧିକାରୀ […]

Read More Text.
Img 20250803 wa0192

ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନଙ୍କ ଦ୍ୱାରା ହିତାଧିକାରୀଙ୍କୁ ଆଵାସ ଯୋଜନା କାର୍ଯ୍ୟାଦେଶ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ

ବାରିପଦା: ଆଜି ବାରିପଦା ପୌରପାଳିକା ତରଫରୁ ପୌର ପାଳିକା ଅତିଥି ଭବନରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଜନା (ସହରୀ) -୨.୦ କାର୍ଯ୍ୟାଦେଶ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବାରିପଦା ପୌରପାଳିକା  କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର  ସପନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ  ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ. କୃଷ୍ଣ ଚନ୍ଦ୍ର […]

Read More Text.
Detain jail

ଯୈାତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ କୁ ଜେଲ ଓ ଜୋରିମାନା

ବାରିପଦା: ଏକ ଯୈାତୁକ ନିର୍ଯ୍ୟାତନା ମାମଲାର ବିଚାର କରି ମାନ୍ୟବର ଏସଡିଜେଏମ କୋର୍ଟ ର ବିଚାରପତି ଜୁଏଲ ପଟ୍ଟନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବଡସାହି ଥାନା ଅନ୍ତର୍ଗତ କୁରୁଡିହା ଗ୍ରାମର ରବୀନ୍ଦ୍ର ବେହେରା (୪୬) କୁ ଦଫା ୪୯୮(ଏ) ଏବଂ ୪ ଅଫ ଡ ିପି ଆକ୍ଟ ଅନୁଯାୟୀ ଉଭୟରେ ଛଅ ମାସ ଲେଖାଏଁ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ଦୁଇ ମାସ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମମାଲାର […]

Read More Text.
Whatsapp image 2025 08 01 at 6.20.59 pm

“ପ୍ରତିଶ୍ରୁତି”ର ନବ ପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ

ବାରିପଦା : ଦୀର୍ଘ ୪୩ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ଡ. ବିଧୁଭୁଷଣ ମିଶ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ନବପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ପ୍ରତିଶ୍ରୁତିର ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟବକ୍ତା ଭାବେ […]

Read More Text.
Images

୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିଛି। ଏହି ଔଷଧଗୁଡ଼ିକ ଅନେକ ବଡ଼ ଫାର୍ମା କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଏବଂ ଏଥିରେ ଆଣ୍ଟି-ଇନଫ୍ଲେମେଟୋରି, ହୃଦରୋଗ, ଆଣ୍ଟିବାୟୋଟିକ୍, ମଧୁମେହ ଏବଂ ମାନସିକ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧ ଅନ୍ତର୍ଭୁକ୍ତ। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଏନପିପିଏର ମୂଲ୍ୟ ନିୟନ୍ତ୍ରଣ ଆଧାରରେ ଏହି ବିଜ୍ଞପ୍ତି ଜାରି କରିଛି। ନୂତନ ମୂଲ୍ୟ ଲାଗୁ ହେବା ପରେ, ଦୀର୍ଘ ସମୟ […]

Read More Text.
Ear

ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି

ରୁଷରେ ରବିବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରୁଷର କୁରିଲ ଦ୍ଵୀପ ଏବଂ କାମଚାତକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜର୍ମାନୀ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ଵୀପରେ ୬.୭ ଏବଂ କାମଚାତକାରେ ୬.୮ ରହିଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଭୂକମ୍ପ ପରେ ସୁନାମୀ ଆସିବା ନେଇ ସତର୍କତା ଜାରି କରାଯାଇଛି। ଗତ ୩୧ ତାରିଖରେ ରୁଷର […]

Read More Text.
Sfd

ପଥର ଖଣିରେ ଦୁର୍ଘଟଣା; ୬ ଓଡ଼ିଶା ଶ୍ରମିକ ମୃତ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ରବିବାର ଦିନ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ୬ ଛଅ ଜଣ ଓଡ଼ିଶାର ବାସିନ୍ଦା ବୋଲି ଜଣାପଡ଼ିଛି। ବାଲିକୁରାଭା ନିକଟସ୍ଥ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ ପଥରର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପଥର ଧସିବା ସମୟରେ ଘଟଣାସ୍ଥଳରେ ୧୬ […]

Read More Text.
Tej

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ ତାଙ୍କଠାରୁ ଉତ୍ତର ମାଗିଛନ୍ତି। ତେଜସ୍ୱୀଙ୍କଠାରୁ ଭୋଟର ପରିଚୟ ପତ୍ରର ମୂଳ କପି ମଗାଯାଇଛି। ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପରିଚୟ ପତ୍ର ଦେଖାଇଥିଲେ ତାହା […]

Read More Text.
Cm

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ

କେନ୍ଦୁଝର : କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ।  ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ କେନ୍ଦୁଝର ଗସ୍ତ ଆରମ୍ଭ ହୋଇଛି । ଭୁବନେଶ୍ଵରରୁ ବାହାରି ରାଇସୁଆଁ Air Strip ରେ ଦିନ ୧୦ଟା ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ସେଠାରୁ ସଡ଼କ ପଥରେ ଯାଇ Circuit House ରେ ପହଞ୍ଚିଛନ୍ତି । Circuit House ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏଠାରେ ୩ଟି ଆମ୍ବୁଲାନସ୍, ମାତାରିଣୀ ନଡ଼ିଆ ସଂଗ୍ରହ ଗାଡ଼ି ଓ ଏକଲ ଶିକ୍ଷା ରଥର […]

Read More Text.