ଟ୍ରକ୍ ଧକ୍କାରେ ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଜୀବନ
ରାୟଗଡା :ଟ୍ରକ୍ ତଳେ ଚାପି ହୋଇ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ମୃତ୍ଯୁବରଣ କରିଛନ୍ତି । ମୃତକ ହେଲେ କାଶୀପୁର ବ୍ଳକ ସିନ୍ଦୁରଘାଟି ପଞ୍ଚଯାତ ଡେରାକଣା ଗ୍ରାମର ରାହୁଳ ନାଏକ । ରାହୁଲ ରାୟଗଡା ବ୍ଲକ ପେନିକଣା ଆଶ୍ରମ ବିଦ୍ଯାଳୟରେ ରହି ପଡୁଥିବା ବେଳେ ଆଜି ଦଶହରା ପାଇଁ ଛୁଟି ହୋଇଥିଲା । ସେ ତାଙ୍କ ସଂପର୍କିୟ ଭାଇ ଲୋଚନ ନାଏକଙ୍କ ସହ ସ୍କୁଲରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଚାନ୍ଦିଲି ଥାନା […]
Read More Text.