ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା : ୩୧ ମୃତ, ୪୭ ଆହତ
ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ନିର୍ବାଚନୀ ଶୋଭାଯାତ୍ରାରେ ଶନିବାର ରାତିରେ ବଡ଼ ଅଘଟଣ ଘଟିଛି। ଶୋଭାଯାତ୍ରା ସମୟରେ ଦଳାଚକଟା ଘଟିବାରୁ ଅଣନିଶ୍ଵାସୀ ହୋଇ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪୭ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ କରୁର ଜିଲାପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି। ଶନିବାର କରୁର ଜିଲାରେ ବିଜୟଙ୍କ ନିର୍ବାଚନୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ଲୋକଙ୍କ […]
Read More Text.