Smdrpfbg chhattisgarh maoist encounter 625x300 17 april 24

ଛିନ୍ଦଖଡ଼କ ଜଙ୍ଗଲରେ ଗୁଳିବିନିମୟ, ୩ ମାଓବାଦୀ ନିହତ

ଓଡ଼ିଶା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲା ଅନ୍ତର୍ଗତ ଛନ୍ଦଖଡ଼କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁ​‌ଷ ଏବଂ ଜ​‌ଣେ ମହିଳା ମାଓବାଦୀ ରହିଛନ୍ତି। ଉକ୍ତ ଜଙ୍ଗଲରେ ଆଉ କିଛି ମାଓବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ଅପରାହ୍ନ ସୁଦ୍ଧା କୋମ୍ବିଂ ଅପରେସନ ଚାଲିଥିବା ଖବର ମିଳିଛି। ସୂଚନା ଅନୁସାରେ, ଛିନ୍ଦଖଡ଼କ ଜଙ୍ଗଲରେ ମାଓବାଦୀ ଶିବିର […]

Read More Text.
Bla attack pakistan 2 2025031418470 1068x561

ମୁନୀର ସେନାକୁ ମାଟିରେ ମିଶାଇଲା BLA, ୧୫ ରୁ ଅଧିକ ପାକ୍ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଭୟଙ୍କର ଆକ୍ରମଣ । ୧୫ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି BLA ।  ଶନିବାର BLA ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ଖୁଜଦାର ଜିଲ୍ଲାର ଜେହରି ଅଞ୍ଚଳରେ ଏକ ସଂଘର୍ଷରେ BLA ଲଢ଼ୁଆମାନେ ୧୫ ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛନ୍ତି। ବଲୁଚିସ୍ତାନର ଜେହରି ଅଞ୍ଚଳ ଅଗଷ୍ଟ ମାସରୁ ସ୍ୱାଧୀନତା ସମର୍ଥକ ସଶସ୍ତ୍ର ଗୋଷ୍ଠୀଙ୍କ ନିୟନ୍ତ୍ରଣରେ ରହିଥିବା ଜଣାପଡ଼ିଛି। ପାକିସ୍ତାନୀ […]

Read More Text.
Vijay1

ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ଥାଲପତି ବିଜୟ

ତାମିଲନାଡୁ : ତାମିଲନାଡୁର କରୁର ଅଭିନେତା ତଥା ଟିଭିକେ ଦଳର ମୁଖ୍ୟ ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳାଚକଟା ଦେଶକୁ ଦୋହଲାଇ ଦେଇଛି । ଘଟଣାରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ବିଜୟ । ଏହାସହିତ ଆହତଙ୍କୁ ୨-୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଟିଭିକେର ଦୁଇ ନେତାଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି । ବିଜୟ ସେସିଆଲ ମିଡିଆରେ ବିଜୟ ଲେଖିଛନ୍ତି, ମୋ ହୃଦୟ ରେ ଥିବା ସମସ୍ତ ଲୋକଙ୍କୁ […]

Read More Text.
Delhi baba

ଆଗ୍ରାରୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଗିରଫ

ନୂଆଦିଲ୍ଲୀ : ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ। ବିଳମ୍ୱିତ ରାତିରେ ତାଙ୍କୁ ଆଗ୍ରାର ଏକ ହୋଟେଲରୁ ଦିଲ୍ଲୀ ପୋଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଏବଂ ଜାଲିଆତି ଅଭିଯୋଗ ରହିଥିବା ସୂଚନା ମିଳିଛି । EWS ସ୍କଲାରସିପରେ PGDM କରାଇବାକୁ କହି ଛାତ୍ରୀଙ୍କୁ ଶୋଷଣ କରୁଥିଲା । ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି ଆଗ୍ରାରୁ ଦିଲ୍ଲୀରେ ପହଞ୍ଚିଛି । ଆଜି ତାଙ୍କୁ କୋର୍ଟରେ ହାଜର କରିବ […]

Read More Text.
Maharastra 2

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୭୨ ଘଣ୍ଟାର ହାଇଆଲର୍ଟ ଜାରି କଲା IMD

ମହାରାଷ୍ଟ୍ର : ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲାକୁ  ରେଡ୍ ଆଲର୍ଟ ଜାରି କରାଯାଇଛି । IMD ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହା ବ୍ୟତୀତ ସିନ୍ଧୁଦୁର୍ଗ […]

Read More Text.
Karur

କରୁର ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ, DMK ଉପରେ ଲଗାଇଲେ ଅଭିଯୋଗ

ତାମିଲନାଡୁ : ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି ।  ଏହି ଘଟଣାରେ ଅଭିନେତା ଏବଂ ରାଜନୈତିକ ନେତା ବିଜୟଙ୍କ ଦଳ, ଟିଭିକେ, ରାଜ୍ୟ ସରକାରଙ୍କୁ ଅଭିଯୋଗ କରିଛି ଏବଂ ଦାବି କରିଛି ଯେ ଏହା ଡିଏମକେ ଷଡ଼ଯନ୍ତ୍ରର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି । ଓକିଲ ଆରିଭାଜାଗନ୍ ଏକ ଗଣମାଧ୍ୟମକୁ କହିଛନ୍ତି ଦଳ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି […]

Read More Text.
Terrorist attack.

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ।  ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର ହାଇଦର ପୋଷ୍ଟରେ ଅନୁପ୍ରବେଶ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଏକ ଦଳକୁ ଚ୍ୟାଲେଞ୍ଜ କରିଥିଲେ । ଆତଙ୍କବାଦୀମାନଙ୍କୁ ରୋକିବା […]

Read More Text.
Gobinda sahu family

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ CM ରେସରେ ପରିବାର ।  ମୁଖ୍ୟମନ୍ତ୍ରୀଙ୍କୁ  ଦେଖା କରି ଅଭିଯୋଗ ଜଣାଇବାକୁ ଆସିଛନ୍ତି ପରିବାର । ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ।  ଏନେଇ ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା । ଏନେଇ ସମୟ ନେଇଥିଲୁ ସୋଜନ୍ୟମୁଳକ ସାକ୍ଷାତ ପାଇଁ । ୫ଟାରେ ସାକ୍ଷାତ ପାଇଁ ସମୟ ସ୍ଥିର ହୋଇଛି ।  […]

Read More Text.
Accident

ସ୍କୁଟି ଉପରେ ଚଢ଼ିଗଲା ହାଇୱା, ସ୍ବାମୀ-ସ୍ତ୍ରୀ ମୃତ, ୨ ପିଲା ଗୁରୁତର

ବରଗଡ଼ :  ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଚାଲିଗଲା ମାଁ-ବାପାଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ । ସ୍କୁଟି ଉପରେ ମାଡିଗଲା ହାଇୱା ଗାଡି । ଦୁର୍ଘଟଣା ସ୍ଥଳରେ ପତି – ପତ୍ନୀ ମୃତ ।  ୨ ଛୁଆ ଗୁରୁତର । ସୂଚନା ଅନୁସାରେ, ସ୍କୁଟିକୁ ପଛପଟୁ  ହାଇୱା ଗାଡି […]

Read More Text.
Jagannath temple 750x396 1

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ଉଡ଼ିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍ । ପତିତପାବନ ବାନା ବନ୍ଧା ଯିବା ସମୟରେ ଡ୍ରୋନ ଚକ୍କର କାଟୁଥିବା ନଜରକୁ ଆସିଥିଲା । ପ୍ରାୟ ୧୫-୨୦ ମିନିଟ୍ ଧରି ଉଡ଼ିବା ପରେ ଉଦ୍ଭାନ ହୋଇଯାଇଥିଲା ଡ୍ରୋନ୍ । ଆଜିକୁ ପ୍ରାୟ ତିନି ଦିନ ହେଲା ଶ୍ରୀମନ୍ଦିର ଉପରେ ଲଗାତାର ଭାବେ ଡ୍ରୋନ୍ ଉଡୁଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ଏବଂ ପୁରୀ ଶ୍ରୀମନ୍ଦିର ପ୍ରଶାସନ […]

Read More Text.