Images

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, […]

Read More Text.
Liquor

ଭସାଣିରେ ମଦ ବିକ୍ରି ଉପରେ କଟକଣା, ଦୋକାନ ଖୋଲିଲେ କାର୍ଯାନୁଷ୍ଠାନ

ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ […]

Read More Text.
Light gate n

ଢେଙ୍କାନାଳରେ ପ୍ରବଳ ବର୍ଷା ପବନ, ଭୁଶୁଡ଼ି ପଡିଲା ଲକ୍ଷ୍ମୀ ପୂଜା ଲାଇଟ ଗେଟ୍

ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶ ଗୁଡ଼ିକ କାଟି ରାସ୍ତା ସଫା କରିଛି । ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିଲା ଲାଇଟ ଗେଟ୍ । ସହରର ୩୮ଟି କମିଟି ପକ୍ଷରୁ ଏକାଧିକ ଲାଇଟ୍ ଗେଟ୍ ଓ […]

Read More Text.
Bbsr b

ଭୁବନେଶ୍ବରରେ ରାବଣ ପୋଡ଼ି ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି, ଅଭିଯୋଗ ପାଇଁ ଥାନାରେ ଭିଡ଼

ଭୁବନେଶ୍ୱର : ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା ନେବା ବେଳେ ଅନେକ ଲୋକ ପକେଟମାର ଓ ଲୁଟର ଶିକାର ହୋଇଛନ୍ତି ।  ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଲୁଟ ସଂପର୍କିତ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଅଭିଯୋଗ କରିବାକୁ […]

Read More Text.
100 percent premium organic toor dal with chemical free and pesticides free 705

୬ ବର୍ଷିଆ ଡାଲି ଆତ୍ମନିର୍ଭରତା ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ, ଲାଭାନ୍ବିତ ହେବେ ୨ କୋଟି ଚାଷୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ କମିଟି ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ। ଏହି ମିଶନ ୨୦୨୫-୨୬ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬ ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ। ଏହି ମିଶନ ପାଇଁ ୧୧ ହଜାର ୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ […]

Read More Text.
Nibrckdo mohsin naqvi afp 625x300 29 september 25

ପାକିସ୍ତାନର ନକ୍‌ଭି ଫେରାଇଲେ ଏସିଆ କପ୍‌ – ବିସିସିଆଇ ଦେଇଥିଲା ଏହି ଧମକ

ଦୁବଇ- ଚଳିତ ଥର ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ମାତ୍ର ଏସିସି ତଥା ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମୋହସିନ୍‌ ନକଭିଙ୍କଠାରୁ ଏହି କପ୍‌ ଗ୍ରହଣ କରିବା ପାଇଁ ଭାରତୀୟ ଟିମ୍‌ ମନା କରିଦେଇଥିଲା । ନକ୍‌ଭି ଏସିଆ କପ୍‌କୁ ନିଜ ସାଙ୍ଗରେ ନେଇଯାଇଥିଲେ । ସେ ଏହାକୁ ଫେରାଇବା ପାଇଁ ମନା କରିଦେଇଥିଲେ । ମଙ୍ଗଳବାରରେ ଏସିସିର ବୈଠକରେ ମଧ୍ୟ ସେ କପ୍‌ ଫେରାଇବା ପାଇଁ ମନା କରିଥିଲେ । […]

Read More Text.

ସମଗ୍ର ମାନବଜାତି ପାଇଁ ପ୍ରେରଣାର ଦୃଢ଼ ସ୍ୱର ଥିଲେ ମହାତ୍ମା ଗାନ୍ଧୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗାନ୍ଧୀ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଏହା ଜାତିର ପିତାଙ୍କ ଆଦର୍ଶ ଏବଂ ମୂଲ୍ୟବୋଧକୁ ସମର୍ପିତ କରିବାର ଏକ ଅବସର। ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଶାନ୍ତି, ସହନଶୀଳତା ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି, ଯାହା ସମଗ୍ର ମାନବଜାତି ପାଇଁ ପ୍ରେରଣା। ସେ ଅସ୍ପୃଶ୍ୟତା, […]

Read More Text.
Tt 2025 10 01 14 36 25

ଫିଲିପାଇନ୍ସ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି, ୧୫୦ଆହତ

ନୂଆଦିଲ୍ଲୀ: ବଢ଼ିଲା ମୃତ୍ୟୁସଂଖ୍ୟା। ଫିଲିପାଇନ୍ସରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପାଇଁ ପ୍ରଥମେ ୬୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ କେନ୍ଦ୍ରୀୟ ଫିଲିପାଇନ୍ସରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ଥିବା କୁହାଯାଇଥିଲା। ଏହି ଶକ୍ତିଶାଳୀ ଭୂକମ୍ପରେ ଏପର୍ଯ୍ୟନ୍ତ ପ୍ରାୟ ୬୯ଜଣଙ୍କର ଜୀବନ ଯାଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଆମେରିକା ଭୂ-ବିଜ୍ଞାନ ସର୍ଭେ […]

Read More Text.
E313c525 357e 4050 89cc 8f731fadaebd 2025 10 01 15 58 28

ଅତ୍ୟାଚାରର ହେବ ବିନାଶ; ମହିଷାସୁର ସ୍ଥାନରେ ଟ୍ରମ୍ପଙ୍କୁ ବଧ କରିଛନ୍ତି ମା’

ବିହାରର: ବିହାରର ବେଗୁସରାଇରେ ଦୁର୍ଗା ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ ଉତ୍ସାହ ଭରି ରହିଥାଏ। ମା’ଙ୍କ ଷଷ୍ଠୀ ପୂଜା ଦିନ ଠାରୁ ଆରମ୍ଭ କରି ଦଶମୀଦିନ ପର୍ଯ୍ୟନ୍ତ ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତଥର ବେଗୁସରାଇର ବିଷ୍ଣୁପୁର ଚାନ୍ଦନୀ ଚୌକର ସାର୍ବଜନୀନ ଦୁର୍ଗା ମନ୍ଦିରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମହିଷାସୁର ଭାବରେ ଚିତ୍ରିତ କରାଯାଇଛି। ମା’ ମହିଷାସୁର ସ୍ଥାନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଧ କରୁଥିବା ବେଳେ ଟ୍ରମ୍ପଙ୍କ ଗୋଟିଏ ହାତକୁ […]

Read More Text.
Untitled 1 copy

୨୦୨୯ ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ: ରାଜନୈତିକ ଝଡ଼ ସୃଷ୍ଟି କଲା କଂଗ୍ରେସ ନେତାଙ୍କ ଦାବି

ନୂଆଜିଲ୍ଲା: ଜଣେ କଂଗ୍ରେସ ବିଧାୟକ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ସେ ଏକ ଦାବି କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ହେବେ। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା କଂଗ୍ରେସର ଦଖଲକୁ ଆସିବ, ଏବଂ ରାହୁଲ ଗାନ୍ଧୀଙ୍କୁ ୨୦୨୯ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ମିଳିବ ବୋଲି କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର କହିଛନ୍ତି। ସେ ଦଳୀୟ କର୍ମୀମାନଙ୍କୁ ଦୁର୍ନୀତିଗ୍ରସ୍ତ ମହାୟୁତି ସରକାରଙ୍କ ବିଫଳ […]

Read More Text.