ଘରୋଇ ହସ୍ପିଟାଲରେ ନର୍ସଙ୍କ ମୃତ୍ୟୁ ଘଟଣା: ଡେଡ୍ ବଡି ନିକଟରୁ ମିଳିଲା ସୁଇସାଇଡ୍ ନୋଟ୍ ଓ ଇଞ୍ଜେକ୍ସନ୍
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ସୁଇସାଇଡ୍ ନୋଟ ସାଙ୍ଗକୁ ମୃତଦେହ ନିକଟରୁ ଏକ ଇଞ୍ଜେକ୍ସନ ମଧ୍ୟ ମିଳିଛି । ସୂଚନା ଅନୁସାରେ ରାଜଧାନୀସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । […]
Read More Text.