ବରଗଡ଼ରୁ ଜବତ ହେଲା ଘାତକ କଫ ସିରପ୍
ଭୁବନେଶ୍ବର : ମଧ୍ୟପ୍ରଦେଶ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ପହଞ୍ଚିଥିବା ଘାତକ କୋଲ୍ଡ ରିଫ୍କୁ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ। ଏହି କଫ ସିରପ୍ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ପୁଡୁଚେରୀକୁ ଗତ ଅଗଷ୍ଟ ମାସରେ ଆସିଥିଲା। ଓଡ଼ିଶାର ବରଗଡ଼କୁ ୧୩୦ଟି କଫ ସିରପ୍ ଆସିଥିଲା। ମାତ୍ର ସେଗୁଡ଼ିକ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଔଷଧ ଦୋକାନକୁ ଯୋଗାଣ […]
Read More Text.