ଅଯୋଧ୍ୟା ଧାମରେ ବାରିପଦାର ସମାଜସେବୀ ସୋମନାଥ ସିଂହଙ୍କ ୭୨ତମ ରକ୍ତଦାନ

ବାରିପଦା: “ରକ୍ତଦାନ ମହତ୍ ଦାନ” କୁ ଆପଣେଇ ଅନେକ ରକ୍ତଦାତା ଅନ୍ୟ ଜଣଙ୍କର  ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି I ଏହି ମହତ୍ ଉଦ୍ଦେଶ୍ୟକୁ ଜୀବନର ଏକ ଅଭିନ୍ନ ଅଂଶ କରିନେଇଥିବା ବାରିପଦାର ବିଶିଷ୍ଟ ସମାଜସେବୀ ତଥା ନିୟମିତ ରକ୍ତଦାତା ସୋମନାଥ ସିଂହ ଅଯୋଧ୍ୟା ଧାମରେ ୬୦ ବର୍ଷ ବୟସରେ ନିଜର ୭୨ତମ ରକ୍ତଦାନ କରି ପୁଣିଥରେ ମାନବସେବାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବିଶିଷ୍ଟ ରକ୍ତଦାତା ଡ. ନିରୋଜ କୁମାର ପୋଥାଳ ଜଣାଇଛନ୍ତି […]

Read More Text.

ପ୍ରତିଶ୍ରୁତି ସାରସ୍ୱତ ସମ୍ମାନ -୨୦୨୬ ପ୍ରଦାନ ସମାରୋହ ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜର ବାରିପଦାରୁ ଦୀର୍ଘ ୪୪ ବର୍ଷ ଧରି ନିରବଚ୍ଛିନ୍ନଭାବେ ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ସାହିତ୍ୟ ଓ ସଂସ୍କୃତି ମୂଳକ ତ୍ରୈମାସିକ ପତ୍ରିକା \”ପ୍ରତିଶ୍ରୁତି\’ ତରଫରୁ ପବିତ୍ର ନୂଆଖାଇର ଶୁଭ ଅବସରରେ ଏକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବର୍ଷିୟାନ ସାରସ୍ୱତ ସାଧକ ତଥା ବହୁ ପୁସ୍ତକର ରଚୟିତା ବୃନ୍ଦାବନ ଦାଶଙ୍କୁ ପ୍ରତିଶ୍ରୁତି ସାରସ୍ୱତ ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି । ପ୍ରତିଷ୍ଠାନର ସଭାପତି ଡା. […]

Read More Text.

ଚିପଟ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ସହରର ଉପକଣ୍ଠ ଚିପଟ ନଦୀ ର ପୋଲ ନିକଟରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତି ର ମୃତଦେହ କୁ ପୋଲିସ ଉଦ୍ଧାର କରିଛି l ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ l ଭଞ୍ଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶ୍ରମ  ବାହିନୀ ସହାୟତରେ ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ […]

Read More Text.

‘ଗଡ୍‌ଜିଲା’ଠାରୁ ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ଏଲ୍‌ନିନୋ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି। ନିଓ ୩.୪ ନାମକ ଗୁରୁତ୍ୱପୂର୍ଣ୍ଣ ନିରୀକ୍ଷଣ ଅଞ୍ଚଳରେ ସମୁଦ୍ର ପତ୍ତନର ତାପମାତ୍ରା ହାରାହାରିଠାରୁ ପ୍ରାୟ ୩ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଛି। ଫଳରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ‘ଗଡ୍‌ଜିଲା’ର ମାନଦଣ୍ଡଠାରୁ ଏହା ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ରହିଛି। ବିଶ୍ୱରେ ବଢ଼ିପାରେ ଉତ୍ତାପ, ମରୁଡ଼ି ଓ ବନ୍ୟା ବିପଦ ନିଓ ୩.୪ ଅଞ୍ଚଳ ମଧ୍ୟ-ପୂର୍ବ ଭୂମଧ୍ୟରେଖୀୟ ପ୍ରଶାନ୍ତର ଏକ ବଡ଼ ଅଂଶକୁ […]

Read More Text.

ପୁଣି ଏପ୍ରିଲରେ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାର ୨ବାର୍ଷିକ ଜନ୍ମଦିନ ପାଳନ କରାଯିବ। ୧ କୋଟି ୩ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୨୫, ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ସୁଭଦ୍ରା ସାଜିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଜି ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ୨ ବର୍ଷ ତଳେ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଓଡ଼ିଶାରେ ଆରମ୍ଭ […]

Read More Text.

ରାଷ୍ଟ୍ରପତି ଭବନ ଠାରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ

ରାୟଗଡା: ନୂଆଖାଇ ଭେଟଘାଟ ଅବସରରେ ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ୍ ପୁଟାସିଂ ଅଞ୍ଚଳରୁ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ରାଷ୍ଟ୍ରପତି ଭବନରେ ହୋଇଥିବା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପରେ ରାୟଗଡା ଜିଲ୍ଲାର ଏହି ପିଭିଟିଜି ଦଳ କାର୍ଯ୍ୟକ୍ରମ‌ରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୁଟାସିଂ ଅଞ୍ଚଳର ବୀର ଦଳବେହେରା ଏବଂ ଜୁନେଶ ଶବରଙ୍କ ନେତୃତ୍ଵରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୂଆଖାଇ […]

Read More Text.

ପୀତବାସ ପଣ୍ଡା ହତ୍ୟା ମାମଲା: ଆଉ ଏକ ମାମଲାରେ ଛନ୍ଦିହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରେ ଭିତରୁ ଫୋନରେ ଧମକ ଦେବା ନେଇ ଜେଲରୁ ମୁକୁଳିଥିବା ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି। ଉକ୍ତ ହତ୍ୟା ମାମଲାର ସାକ୍ଷୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଜେଲରେ ଭିତରୁ ସିସିଟିଭି ଫୁଟେଜ ଓ ଫୋନ କଲ ରେକର୍ଡ ସଂଗ୍ରହ ହୋଇଛି। ସେଥିରୁ […]

Read More Text.
Cyclone

ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ ନାହିଁ। ଏମିତି ପୂର୍ବାନୁମାନ କରିଛନ୍ତି, ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ । ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ […]

Read More Text.
Epfo 04364 copy

PF ଲିମିଟ୍ ବଢ଼ିଲା, ବଢ଼ିବ ଆପଣଙ୍କ ଦରମା ଓ ପେନସନ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ ବୈଠକରେ ଇପିଏଫ (EPF) ଏବଂ ଇପିଏସ (EPS)ର ମାସିକ ବେସିକ ସାଲାରି ଲିମିଟକୁ ବୃଦ୍ଧି କରାଯାଇଛି। ଦୀର୍ଘ ୧୨ ବର୍ଷ ପରେ ସରକାର ଏହି ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ବାଧ୍ୟତାମୂଳକ ବେସିକ ସାଲାରି ସୀମାକୁ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରିଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଦେଶର ପ୍ରାୟ ୫୧ ଲକ୍ଷ କର୍ମଚାରୀ […]

Read More Text.

ରିଲ୍ସ ଦେଖିବାରେ ବିହାର ନମ୍ବର-୧, ମହାରାଷ୍ଟ୍ର ଦ୍ୱିତୀୟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ ଆଇପ୍ୟାଡ୍ ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି ସ୍କ୍ରୋଲିଂ, ଭିଡିଓ ଷ୍ଟ୍ରିମିଂ ଏବଂ ସୋସିଆଲ ମିଡିଆର ବୃଦ୍ଧି ପାଉଥିବା ସକ୍ରିୟତା ଦେଶରେ ଇଣ୍ଟରନେଟ୍ ବ୍ୟବହାରକୁ ଏକ ନୂଆ ସ୍ତରକୁ ନେଇଯାଇଛି । ସର୍କଲୱାରୀ ଡାଟା ବ୍ୟବହାର ଆକଳନକୁ ଦେଖିଲେ, ଇଣ୍ଟରନେଟ୍ ବ୍ୟବହାର ମାମଲାରେ ବିହାର ସାରା ଦେଶରେ ସବୁଠାରୁ ଆଗରେ ରହିଛି । ଅର୍ଥାତ୍ ରିଲ୍ସ ଦେଖିବାରେ ବିହାର ଦେଶରେ ଶୀର୍ଷରେ ପହଞ୍ଚିଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଟେଲିକମ୍ ନିୟାମକ ‘ଟ୍ରାଇ’ର ନୂଆ […]

Read More Text.