ଇସ୍କନର ଶାସ୍ତ୍ର ବିରାଧୀ ନୀତି: ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ
ପୁରୀ : ଇସ୍କନର ଶାସ୍ତ୍ର ବିରୋଧୀ ଅଦିନିଆ ରଥଯାତ୍ରା ବିରୋଧରେ ଏକାଠି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟ । ଇସ୍କନ୍ କୁ କଡା ଜବାବ ଦେବାକୁ ବଡ ପ୍ରସ୍ତୁତି । ଇସ୍କନ୍ ଆୟୋଜିତ ଅଦିନିଆ ରଥଯାତ୍ରା ବିରୋଧରେ ଆଉ ପାଦେ ଆଗେଇଲା ଶ୍ରୀମନ୍ଦିର ପ୍ରଶାସନ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ମତାମତ ନେଲା ଶ୍ରୀମନ୍ଦିର ପ୍ରଶାସନ । ଇସ୍କନ୍ ଗଭର୍ଣିଂ ବଡିର ଅଧ୍ୟକ୍ଷଙ୍କୁ ଦିଆଯିବ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର […]
Read More Text.