Tiger v

ଝାରସୁଗୁଡ଼ାରେ ବାଘ ପାଦଚିହ୍ନ ଦେଖି ଭୟଭୀତ ଅଞ୍ଚଳବାସୀ

ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ ।  ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ ।  ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାଘ ଖୋଜିବା ଆରମ୍ଭ କରିଛି ।

Read More Text.
Pola

ପୋଟେରୁ ଓ କାଙ୍ଗୋରୁକୋଣ୍ଡା ପୋଲ ଉପରେ ୪ ଫୁଟ୍ ପାଣି, ଯାତାୟତ ଠପ୍

ମାଲକାନଗିରି: ଛାଡ଼ିଲା ବର୍ଷା, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଲଗାଣ ବର୍ଷା ଯୋଗୁ ଏବେ ବି କାଙ୍ଗୋରୁକୋଣ୍ଡା ଓ ପୋଟେରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୩୨୬ ନଂ ଜାତୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ଅବଶ୍ୟ ଆଜି(ସୋମବାର) ମାଲକାନଗିରି ଜିଲ୍ଲାର  ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ନିଜ ନିଜ ଅନୁଷ୍ଠାନରେ […]

Read More Text.
Gold

ଓଡ଼ିଶା ମାଟି ତଳେ ରହିଛି ୨୦ ଟନ୍ ସୁନା

ଭୁବନେଶ୍ବର: ରାଜ୍ୟର ମାଟିତଳେ ବ୍ୟାପକ ସୁନା ଭଣ୍ଡାର ଠାବ କରାଯାଇଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ଓଡ଼ିଶା ମାଟିତଳେ ସୁନା ଥିବା ସ୍ପଷ୍ଟ କରିଛି। ସେଗୁଡ଼ିକର ସନ୍ଧାନ ଏବେ ବିଭିନ୍ନ ପର୍ଯ୍ୟାୟ‌ରେ ରହିଛି। ଏକ ଆକଳନ ଅନୁସାରେ ରାଜ୍ୟରେ ୧୦ରୁ ୨୦ ଟନ୍ ପର୍ଯ୍ୟନ୍ତ ସୁନା ରହିଛି। କିଛି ମାସ ତଳେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ସୂଚନା ଅନୁସାରେ ଦେବଗଡ଼ର ଅଡ଼ଶ-ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟରେ ସୁନା ଠାବ କରାଯାଇଛି। ମୟୂରଭଞ୍ଜ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ […]

Read More Text.
Student

ବିଦ୍ୟୁତ୍‌‌ଖୁଣ୍ଟ ତାର ଲାଗି ଜଳିଗଲେ ଛାତ୍ର: ବାଲିପାଟଣା ଛକରେ ମୃତଦେହ ରଖି ରାସ୍ତାରୋକ

ବାଲିପାଟଣା: ଏକ ଚାକୁଣ୍ଡା ଗଛରେ ବନ୍ଧା ଯାଇଥିବା ବିଦ୍ୟୁତ୍‌‌ ଖୁଣ୍ଟର ଷ୍ଟେ’ ତାର ଆଜି ଜଣେ ଛାତ୍ରଙ୍କ ଜୀବନ ନେଇଛି। ମୃତ ନାବାଳକ ହେଲେ ବାଲିପାଟଣା ଥାନା କୁଳନ୍ତିରା ଶାସନର ଅକ୍ଷୟ ଭୋଇଙ୍କ ପୁଅ ଚନ୍ଦନ(୧୦)। ଚନ୍ଦନଙ୍କ ମୃତ୍ୟୁ ପାଇଁ ଗ୍ରାମବାସୀ ବିଦ୍ୟୁତ୍‌‌ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଆଜି ସନ୍ଧ୍ୟାରେ ଚନ୍ଦନଙ୍କ ମୃତଦେହ ରଖି ସରଦେଇପୁର-ନିମାପଡ଼ା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ବାଲିପାଟଣାରୁ ନିମାପଡ଼ା ଓ ଭୁବନେଶ୍ବର ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ମିଳିଥିବା ସୂଚନା […]

Read More Text.
Nda

ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତିଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ସମର୍ଥନ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ନବୀନଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସହ ଏନଡିଏ ପ୍ରାର୍ଥୀ ସି.ପି.ରାଧାକ୍ରିଷ୍ଣନ୍‌ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଆଜି ପ୍ରାର୍ଥୀ ଭାବେ […]

Read More Text.
Sambadika

ସାମ୍ବାଦିକଙ୍କ ସମସ୍ୟାର ସମାଧାନ ପାଇଁ ଚିନ୍ତା କରୁଛନ୍ତି ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରଦୀପ ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ଜ୍ବଳ ଆଲୋକବର୍ତ୍ତିକା। ରାଷ୍ଟ୍ରଦୀପ ପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଗଣମାଧ୍ୟମଙ୍କ ଭୂମିକା ଆଜିର ସମାଜ ପାଇଁ ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ। ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରିୟ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ। ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ। ଷାଠିଏ ବର୍ଷ ଧରି ‘ରାଷ୍ଟ୍ରଦୀପ’ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି ବୋଲି […]

Read More Text.
Cat n

ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଜବତ, ଦମ୍ପତି ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ବାଇ ଶାଳୀମାର ଟ୍ରେନରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତ୍ରାଗାଛିକୁ ନେଇ ଯାଉଥିଲେ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି  ।  ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।  […]

Read More Text.
Kantabanjhi

ପ୍ରେମୀ ଯୁଗଳକୁ ଉଦ୍ଧାର ବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କଣ୍ଟାବାଞ୍ଜି: ହଟ୍ଟହଟ୍ଟା ହେଲେ ପୋଲିସ । ପ୍ରେମୀ ଯୁଗଳକୁ ଉଦ୍ଧାର କରିବା ସମୟରେ ଜନସାଧାରଣଙ୍କ ସହ ପୋଲିସର ଧସ୍ତାଧସ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିରିପାଲି ଗାଁରେ ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ବଙ୍ଗୋମୁଣ୍ଡା ପୋଲିସ ଉଦ୍ଧାର କରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ପୋଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଭିଡ଼ିଓରେ […]

Read More Text.
Heavy rain 123

ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ: କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଭୀଷଣ ବର୍ଷା ସମ୍ଭାବନା

 ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ ।  ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ହୋଇଛି ।  ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସକ୍ରିୟ ରହିଛି ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ଏହା […]

Read More Text.
Jawan 1 1

ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଦୁର୍ଘଟଣାଗ୍ରସ୍ତ ବୀର ଯବାନଙ୍କ ଜୀବନ

କନ୍ଧମାଳ : କାନ୍ଧରେ ଧରିଥାଆନ୍ତି ଯବାନଙ୍କ ମରଶରୀର । ପଛରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନ ସମସ୍ତେ ଯାଉଥାଆନ୍ତି ଗାଁ ଶଶ୍ମାନକୁ। ଛଳ ଛଳ ଆଖିରେ ବୀର ପୁଅକୁ ଶେଷ ବିଦାୟ ଦେଉଛନ୍ତି । ସାଥୀ ଯବାନ ଓ ଅଞ୍ଚଳବାସୀଙ୍କ ରାମ ନାମ ସତ୍ୟ ହେ ବୀର ଯବାନ ଅମର ରହେ… ଅମର ରହେ…ନାରାରେ କମ୍ପି ଉଠୁଛି ପୁରା ପରିବେଶ । ସାଥୀ ଯବାନମାନେ ବୀର ଯବାନ ଭାଇକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧରେ […]

Read More Text.