ଦଶମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ କଲା ୯ମ ଶ୍ରେଣୀ ଛାତ୍ର, ସ୍କୁଲରେ ତୁମୁଳକାଣ୍ଡ
ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଗତକାଲି ପିଲା ଉପରେ ଆକ୍ରମଣ ହୋଇଥିଲା । ଆଉ ଆଜି ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପରେ ସ୍କୁଲରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ବସ୍ ଉପରକୁ ଟେକାମାଡ଼ କରିଛନ୍ତି । ସ୍କୁଲ୍ ଭିତରକୁ […]
Read More Text.