Photo for the news of gramya road

ବେଧଡକ୍ ବାଲି ଚାଲାଣ, ମରଣଯନ୍ତା ପାଲଟିଛି ଗ୍ରାମ୍ୟ ରାସ୍ତା

ଆଗରପଡ଼ା :ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ ରାତିଦିନ ବାଲି ଚାଲାଣ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ପଥଚାରୀ । ତେବେ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ବାଲି ଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ଉତ୍ତୋଳନ ବନ୍ଦ ହେବାର ନାଁ ନେଉନାହିଁ । ହାଟଡିହି ତହସିଲ ଅଂଚଳର ଗିରିଗାଁ, ଅମୃତପୁର, ଡିମିରିଆ, ହାବଳେଶ୍ୱର, ଗୋବିନ୍ଦପୁର ସମେତ […]

Read More Text.
Drown 2

ଗାଧେଇବାକୁ ଯାଇ ପୋଖରୀରେ ବୁଡିଗଲେ ମା’-ଝିଅ

ଲମତାପୁଟ :  ଗାଁ ପୋଖରୀରେ ବୁଡି ମା-ଝିଅଙ୍କ ମୃତ୍ୟୁ ଘଟିଛି  ।  ଏଭଳି ଦୁଃଖଦ ଘଟଣା ଘଟିଛି ଲମତାପୁଟ ବ୍ଲକ କୁମାରଗନ୍ଧନା ପଞ୍ଚାୟତ ବାଲିଆ ଗାଁରେ । ଉଭୟ ମୃତକ  ହେଲେ ନନ୍ଦପୁର ବ୍ଲକ ଅରଗଣ୍ଡା ଗାଁର ମା’ ନମିତା ମାଝୀ ଓ ଝିଅ ସୁମିତ୍ରା ମାଝୀ । ମା’ ନମିତା  ଝିଅ ସୁମିତ୍ରାଙ୍କ ସହ ବାପା ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ଘରେ କାମ ସାରି ଗାଁ ପୋଖରୀରେ ଗାଧେଇବା ପାଇଁ ଉଭୟ ମା […]

Read More Text.
Venketeswar temple

ଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ସୁନା ଅର୍ପଣ କଲେ ଶ୍ରଦ୍ଧାଳୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ଦାମ୍ ୧୪୦ କୋଟି ବୋଲି ଜଣାପଡିଛି । ନିଜର ନାମ ଗୁପ୍ତ ରଖିଛନ୍ତି ଶ୍ରଦ୍ଧାଳୁ । ନିଜ ବ୍ୟବସାୟରେ ଉନ୍ନତି ହେବା ଯୋଗୁଁ ଭଗବାନଙ୍କୁ ଏହି ସୁନା ଅର୍ପଣ କରିଛନ୍ତି ଭକ୍ତ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହା ଘୋଷଣା କରିଛନ୍ତି । ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଜଣେ ଗୁପ୍ତ ଅନୁଗାମୀ ତାଙ୍କ ବ୍ୟବସାୟିକ ସଫଳତା […]

Read More Text.
Judge

ଆମେରିକାର ସର୍ବୋତ୍ତମ ବିଚାରପତି ଫ୍ରାଙ୍କ କାପ୍ରିୟୋଙ୍କ ପରଲୋକ

ଆମେରିକାର ସର୍ବୋତ୍ତମ ବିଚାରପତି ଭାବରେ ବିବେଚିତ ଫ୍ରାଙ୍କ କାପ୍ରିୟୋଙ୍କର ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ପାନକ୍ରିଏଟିକ୍ କର୍କଟ ରୋଗରେ ପୀଡିତ ଥିଲେ । କାପ୍ରିୟୋ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ ମନେ ରହିବେ । ସେ “କ୍ୟାଚ୍ ଇନ୍ ପ୍ରୋଭିଡେନ୍ସ” ନାମକ ଏକ ରିଆଲିଟି ଶୋ ମାଧ୍ୟମରେ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ, ଯେଉଁଥିରେ ଟ୍ରାଫିକ୍ ଏବଂ ଛୋଟ ମାମଲା ଶୁଣିବାର ତାଙ୍କର ଅନନ୍ୟ ଶୈଳୀ ଦେଖାଯାଇଥିଲା […]

Read More Text.
Yavatmal 1

ରେଳ ପୋଲ ପାଇଁ ନିର୍ମାଣ ହୋଇଥିବା ଗାତରେ ବୁଡ଼ିଗଲେ ୪ ଶିଶୁ

ମହାରାଷ୍ଟ୍ର : ମହାରାଷ୍ଟ୍ର ୟବତମାଲରେ ଦୁଃଖଦ ଘଟଣା । ରେଳ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏକ ଗଭୀର ଗାତରେ ବୁଡ଼ି ଚାରି ଜଣ ନିରୀହ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦାରୱା-ନେର ରାସ୍ତା ନିକଟସ୍ଥ ରେଳ ଷ୍ଟେସନ ପରିସରରେ ଘଟିଛି । ଖବର ମୁତାବକ, ୱାର୍ଦ୍ଧା-ୟବତମାଲ-ନାନ୍ଦେଦ ରେଳ ପ୍ରକଳ୍ପର କାମ ଦ୍ରୁତ ଗତିରେ ଚାଲିଛି । ଏହି ସେତୁର ପିଲର ତିଆରି ପାଇଁ ଅନେକ ଗଭୀର ଗାତ ଖୋଳାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି […]

Read More Text.
B reddy

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ଦିଲ୍ଲୀ ସଂସଦ ଭବନ ପରିସରରେ ନାମାଙ୍କନ ଭରିଛନ୍ତି । ୪ ସେଟ ନୋମିନେସନ ଫାଇଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ । ସେହିପରି ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ , ଶରଦ ପାୱାରଙ୍କ ସମେତ ମେଣ୍ଟର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସୁଦର୍ଶନ ରେଡ୍ଡୀଙ୍କୁ […]

Read More Text.
Earthquake 2

ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ସାଙ୍ଗକୁ ବାଦଲଫଟା ବର୍ଷା, ଲୋକେ ଭୟଭୀତ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର କୁପୱାଡା ଜିଲ୍ଲାରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ମଧ୍ୟାହ୍ନ ପ୍ରାୟ ୧ଟା ୩୯ ମିନିଟରେ ଅନୂଭୂତ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା । ଏହି ଭୂମିକମ୍ପର ଉତ୍ପତି ସ୍ଥଳ ୩୪.୬୮ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୪.୩୯ ପୂର୍ବ ଦ୍ରାଘିମାରେ ଥିବା ଏନସିଏସ୍ ସୂଚିତ କରିଛନ୍ତି । ଜମ୍ମୁ କୁପୱାଡା ଏବଂ ଡୋଡା ଜିଲ୍ଲାରେ ଭୂକମ୍ପ […]

Read More Text.
Images 28

ସେପ୍ଟେମ୍ବର ୭ରେ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ ପଡ଼ିବ… ବ୍ଲଡ୍ ମୁନ୍ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଯାଉଛି। ଭାରତୀୟ ସମୟ (IST) ଅନୁଯାୟୀ ଏହା ରାତି ୮:୫୮ରେ ଆରମ୍ଭ ହୋଇ ୮ ସେପ୍ଟେମ୍ବର ସକାଳ […]

Read More Text.
Trump niki 1 750x428

ଟ୍ରମ୍ପଙ୍କ ଶୁଳ୍କ ଟେନସନ ବଢାଇଛି ! ଭାରତକୁ ୫୮.୯ ବିଲିୟନ ଡଲାର କ୍ଷତି…. ରୁଷ ପହଞ୍ଚିବା ପରେ କ’ଣ କହିଲେ ଜୟଶଙ୍କର?

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ଘରେ ଘେରି ରହିଛନ୍ତି । ଭାରତ ପ୍ରତି ତାଙ୍କର ଏଭଳି ଆଭିମୁଖ୍ୟ ତାଙ୍କୁ ଭାରୀ ପଡିବାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ଜାତିସଂଘର ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହେଲି ପୁଣି […]

Read More Text.
Gold 750x430

ଇତିହାସ ରଚିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି; ଭେଞ୍ଚୁରା ରିପୋର୍ଟ ଡରାଇଲାଣି

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା, ଭୂରାଜନୈତିକ ଉତ୍ତେଜନା ଏବଂ ନିବେଶକଙ୍କ ଚାହିଦା ବୃଦ୍ଧି । ପିଟିଆଇର ଏକ ଖବର ଅନୁଯାୟୀ, ଅଗଷ୍ଟ ୭ରେ କମେକ୍ସ ସୁନା ଫ୍ୟୁଚର୍ସର ମୂଲ୍ୟ […]

Read More Text.