ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ, ପରିତ୍ୟକ୍ତ ଅବସ୍ଥାରେ ସରକାରୀ କୋଠା
କାମରେ ଲାଗୁନାହିଁ କୋଠା, ନିଶାଡ଼ିଙ୍କ ଚରାଭୂଇଁ ପାଲଟିଛି ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି | ଏଠାରେ ଥିବା ଏକମାତ୍ର ପ୍ରାଣୀ ଚିକିତ୍ସାଳୟ ଟି ଏବେ ଭୂତକୋଠିରେ ପରିଣତ ହୋଇଛି | ନିୟମିତ ଡାକ୍ତର ନ ଆସିବା ଓ ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଚିକିତ୍ସାଳୟ ପରିସର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଉଠିଛି | ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ 2002 ମସିହାରେ ରାଜ୍ୟର ତତ୍କାଳୀନ […]
Read More Text.