Img 20250825 wa0181

ଛାତ୍ରଙ୍କ ହାତ ତିଆରି ମୂର୍ତ୍ତି ପୂଜାପାଇବେ ପି ସି ପୁର ବିଦ୍ୟାଳୟରେ

ବାରିପଦା : ପ୍ରାୟ ସମସ୍ତ ବିଦ୍ୟାଳୟରେ ବଜାରରୁ କିଣାଯାଇଥିବା ମୂର୍ତ୍ତି ପୂଜା ପାଇଥାନ୍ତି I ମାତ୍ର ଗତ କିଛିବର୍ଷ ଧରି ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଭୟ ଗଣେଶ ଓ ସରସ୍ବତୀ ପୂଜାରେ ଛାତ୍ରଙ୍କ ହାତତିଆରି ମୂର୍ତ୍ତି ପୂଜା ପାଇଆସୁଛନ୍ତି I ୭ ବର୍ଷ ତଳେ ପ୍ରଥମେ ଆଦିତ୍ୟ ହାଁସଦାଙ୍କ ଭିତରେ ଚିତ୍ର ଓ ମାଟିରେ ଖେଳନା ତିଆରି କରିବାର ପ୍ରତିଭାକୁ ଲକ୍ଷ୍ୟକରିଥିଲେ ତତ୍କାଳୀନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ I ପରବର୍ତ୍ତୀ ସମୟରେ କଳା […]

Read More Text.
Img 20250825 wa0172

ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବାରିପଦା : ବାରିପଦା ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ତୁଳସୀଚଉରା ଆଞ୍ଚଳିକ ସାଧନକେନ୍ଦ୍ରର ବିଭିନ୍ନ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତୁଳସୀଚଉରା ଆଞ୍ଚଳିକ ସାଧନକର୍ମୀ ଭବାନୀ କୁମାର ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ତପସ୍ୱିନୀ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ମୟୁରଭଞ୍ଜ […]

Read More Text.
Ag

ଏନଏସି ଦାବିରେ ଆଗରପଡା ବନ୍ଦ ଡାକରା

ଆଗରପଡ଼ା: ଜିଲ୍ଲାର ଆଗରପଡାକୁ ଏନଏସି ଘୋଷଣା ଦାବିରେ ଆସନ୍ତା ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି । ଏନେଇ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ଅବସରପ୍ରାପ୍ତ କର୍ମଚାରୀସଂଘ ସଭାପତି ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀର ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଏନଏସି ଘୋଷଣା କରିବା ନେଇ ଏଇ ବନ୍ଦ ଡାକରା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର […]

Read More Text.
Scb

ସ୍ୱାମୀ ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ଆଗରପଡ଼ା :ସ୍ୱାମୀ ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ବନ୍ତଥାନା ଅନ୍ତର୍ଗତ ବାଙ୍ଗରପଦୀ ଗାଁରେ ଏପରି ଘଟଣା ଘଟିଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ପରେ ସ୍ୱାମୀ ନିଜର ସ୍ୱୀକୃତି ପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ନିଜ ସ୍ତ୍ରୀଙ୍କୁ ଗୁଳି ମାଡ଼ କରିଥିଲେ ବୋଲି କୁହାଯାଉଛି । ଫଳରେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ […]

Read More Text.
Indian army 1068x601

ଉରିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା

ଜାମ୍ମୁ-କାଶ୍ମୀରର ଉରି ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲଓସି)ରେ ସୋମବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଯବାନଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଫଳରେ ଆତଙ୍କୀମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସେନା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ସେନା ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୋମବାର ସକାଳେ ପାକିସ୍ତାନ ପଟୁ ୬ରୁ ଅଧିକ ଡ୍ରୋନ ପୁଞ୍ଚ ଜିଲାର ଏଲଓସି ଉପରେ ଚକ୍କର […]

Read More Text.
Dar yunus 750x430

ଢାକାରେ ଡାର୍-ୟୁନୁସ ମିଟ୍, ଭାରତକୁ ବିପଦ କେତେ ?

ନୂଆଦିଲ୍ଲୀ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାର ଶନିବାର ଦୁଇ ଦିନିଆ ଗସ୍ତରେ ବାଂଲାଦେଶରେ ପହଞ୍ଚିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ଏହା ଜଣେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ବାଂଲାଦେଶର ପ୍ରଥମ ରାଷ୍ଟ୍ର ଗସ୍ତ। ଗତ ବର୍ଷ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ଏବଂ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ସରକାର ଗଠନ ପରେ ଇସଲାମାବାଦ ଏବଂ ଢାକା ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି । ଏହାରି ଭିତରେ ଏବେ ବାଂଲାଦେଶ ସରକାରଙ୍କ ନିମନ୍ତ୍ରଣରେ […]

Read More Text.
Amit shah 2 750x430

ନୂଆ ବିଲ୍ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, ଧନଖଡ଼ଙ୍କ ଇସ୍ତଫା ନେଇ ବି କହିଲେ ବଡ କଥା….

ନୂଆଦିଲ୍ଲୀ: ୧୩୦ ତମ ସଂଶୋଧନ ବିଲ୍ ଠାରୁ ଆରମ୍ଭ କରି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ପଦ ଛାଡିବା ପର୍ଯ୍ୟନ୍ତ ସବୁ କିଛି ନେଇ ବଡ ମନ୍ତବ୍ୟ ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖବରସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ ବିରୋଧୀଙ୍କ ମତ ଉପରେ ଶାହ ବିରୋଧୀଙ୍କୁ କଡା ଆକ୍ରମଣ କରିଛନ୍ତି । କହିଛନ୍ତି, ଆଜି ମଧ୍ୟ ବିରୋଧୀ ଦଳର ଲୋକମାନେ ଚେଷ୍ଟା କରୁଛନ୍ତି ଯେ ଯଦି ସେମାନେ […]

Read More Text.
11

ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ଭାରତ କିଣିବ ୬ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ ଛଅଟି ଉନ୍ନତ ବୁଡ଼ାଜାହାଜ ନିର୍ମାଣ ପାଇଁ ଜର୍ମାନୀର ଥିସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ (TKMS) ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, […]

Read More Text.
00

ସିଆଇଏସଏଫ ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଆରମ୍ଭ, ସ୍ୱତନ୍ତ୍ର ତାଲିମ ପରେ ହେବେ ନିୟୋଜିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରବିବାର ଘୋଷଣା କରିଛି ଯେ ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଏବେ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାଡ୍ ଦେଶର ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱ ପାଇଁ ନିୟୋଜିତ ହେବ। ଏବେ ମହିଳା କମାଣ୍ଡୋମାନଙ୍କୁ ମଧ୍ୟପ୍ରଦେଶର ବାରୱାହାରେ ଅବସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ର (RTC)ରେ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ମୁଖପାତ୍ରଙ୍କ ଅନୁଯାୟୀ, ଏହି ଆଠ ସପ୍ତାହର ଉନ୍ନତ କମାଣ୍ଡୋ ପାଠ୍ୟକ୍ରମ ବିଶେଷ […]

Read More Text.
Accident 6

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୮ ଶ୍ରଦ୍ଧାଳୁ ମୃତ ଓ ୪୩ ଆହତ

ସୋମବାର ଅର୍ଥାତ୍ ଆଜି ବୁଲନ୍ଦସହରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କାସଗଞ୍ଜରୁ ଗୋଗାମେଡି ରାଜସ୍ଥାନକୁ ଜହରବୀର (ଗୋଗାଜୀ) ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ମଧ୍ୟ ଅଛନ୍ତି, ସମସ୍ତ ଆହତଙ୍କୁ […]

Read More Text.