୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ
ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬ ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଞ୍ଚଳରେ ନକଲି ଡିଇଏଫ ବିକ୍ରୟ ହେଉଥିବା ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ଉପନିରୀକ୍ଷକ ସଞ୍ଜୟ ପରିଡା ଓ ଅନ୍ୟ ଥାନା କର୍ମଚାରୀଙ୍କୁ ନେଇ ୧୬ […]
Read More Text.