1

ଉଦଘାଟିତ ହେଲା ଏସ୍‍ସି ଓ ଏସ୍‍ଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀକୁ ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା ଉଦଘାଟନ କରିଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଏହା ଓଡ଼ିଶାରେ ଆୟୋଜନ କରାଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଅଧ୍ୟକ୍ଷ, ୫ଜଣ ସଦସ୍ୟ ଏବଂ ୪ଜଣ ବିଧାୟକ ଯୋଗ ଦେଇଛନ୍ତି । ଅନୁସୂଚିତ ଜାତି […]

Read More Text.
1952519 untitled design 64

ଆଦିବାସୀଙ୍କୁ ଅଧିକାର ମିଳିବା ଜରୁରୀ- ଓମ୍‍ ବିର୍ଲା

ଭୁବନେଶ୍ୱର ୨୯/୦୮: ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା । କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ସେନେଇ ଚିନ୍ତା କରିବା ଜରୁରୀ । ଏପରି ହେଲେ ଦେଶ ଆଗକୁ ବଢ଼ିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ସେ ଆହୁରି କହିଛନ୍ତି ବେଳେ ବେଳେ ସଂସଦୀୟ କମିଟିର ରିପୋର୍ଟରେ ଦେଖିବାକୁ ମିଳୁଛି ଯେଉଁ ବିଷୟ ବସ୍ତୁ ପାଇଁ ବଜେଟ ଆବଣ୍ଟନ ହେଉଛି ତାହା […]

Read More Text.
Whatsapp image 2025 08 29 at 16.41.28 1068x712

ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ : କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ […]

Read More Text.
Img 20250828 wa0184

ରାଜ୍ୟ ରାଜପଥ ଉପରେ ସାପ୍ତାହିକ ହାଟ; ରାସ୍ତା ଗହଳି ନେଇ ଘଟୁଛି ବାରମ୍ବାର ଦୁର୍ଘଟଣା

ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି କୁ  ଅଞ୍ଚଳବାସୀଙ୍କ ଦାଵି ବାରିପଦା: ଓଡ଼ିଶାର ସର୍ବବୃହତ୍ ତମ ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ସଦରମହୁକୁମା ଵିଜାତଳାର ସାପ୍ତାହିକ ସ୍ଥାନ ଅଭାବ ପାଇଁ ବେପାରୀଙ୍କ ଦ୍ଵାରା ରାସ୍ତା ଅବସ୍ଥା ।ପାର୍କିଂ‌ ବ୍ୟବସ୍ଥା ନାହିଁ  ଯାହା ଫଳୟ ଗ୍ରାହକ,ହାଟୁଆ,ପରିବହନ ଗାଡ଼ି ରାସ୍ତା ଉପରେ ଗାଡି ଥୋଇ ରାସ୍ତା ଅବରୋଧ କରୁଛନ୍ତି ହାଟ ପାଖରେ ଵିସ୍ତିର୍ଣ ସରକାରୀ ଗୋଚର ଜମି ଅଛି ,କିନ୍ତୁ ଲୋକେ ସେଠାରେ ପାର୍କିଂ ନ କରି ରାସ୍ତା  ଉପରେ ଗାଡି […]

Read More Text.
Img 20250828 wa0185

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

ବାରିପଦା: ଜାତୀୟ କଂଗ୍ରେସ ଦଳର ତତ୍ତ୍ୱଧାନରେ ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଳୁ ଙ୍କ ଦ୍ୱାରା ରାଜ୍ୟ ସ୍ତରରେ ବିଭିନ୍ନ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ କରାଯାଇଛି, ଏହି କମିଟି  ଗଠନ ପୂର୍ବରେ ଜାତୀୟ କଂଗ୍ରେସ କମିଟି ଦ୍ୱାରା ରାଜ୍ୟରେ ବିଭିନ ଜିଲ୍ଲା ପାଇଁ  ୩୫ ଜଣିଆ ପ୍ରଭାରୀ ପର୍ଯ୍ୟବେକ୍ଷକ ମନୋନୀତ କରିଛନ୍ତି, ତାଙ୍କରି ତତ୍ତ୍ୱଧାନରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମସ୍ତ କଂଗ୍ରେସ କର୍ମକର୍ତା ଓ ବରିଷ୍ଟ ନେତାମାନଙ୍କର ମତାମତ ସଂଗ୍ରହ […]

Read More Text.
Collector bhadrak

ଜାଲ ପ୍ରମାଣପତ୍ରରେ ଚାକିରୀ ପ୍ରସଙ୍ଗ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଆଗରପଡ଼ା :ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରେ ସୂଚନା ଅଧିକାର ଆଇନ ବଳରେ ଶିକ୍ଷାଗତ ପ୍ରମାଣପତ୍ର,ବାସସ୍ଥାନ,ଜାତିଗତ ପ୍ରମାଣପତ୍ର,ନିଯୁକ୍ତି ପ୍ରମାଣପତ୍ର ଆଦିରେ ଜାଲିଆତି କରି ଚାକିରୀ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ସୂଚନା ହସ୍ତଗତ ହେବା ପରେ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସୂଚନା ଅଧିକାର କର୍ମୀ ବିକାଶ ଧଳ,ବିପ୍ଲବ ହୋତା,ପ୍ରକାଶ ଜେନା,ରତିକାନ୍ତ ସାହୁ ଏବଂ ବିନୋଦ ଧଳ ସାମନ୍ତ ପ୍ରମୁଖ ଜିଲ୍ଲାପାଳଙ୍କ […]

Read More Text.
Photo1

ଏନଏସି ମାନ୍ୟତା ପ୍ରସଙ୍ଗରେ ଆଗରପଡ଼ା ବନ୍ଦ, ସାମିଲ ହେଲେ ବିଧାୟକ ସଂଜୀବ ମଲ୍ଲିକ

ଆଗରପଡ଼ା :ଭଦ୍ରକ ଜିଲ୍ଲାର ଆଗରପଡ଼ାକୁ ବିଜ୍ଞାପିତ ପରିଷଦ ଅଂଚଳ ବା ଏନଏସି ରାଜ୍ୟ ସରକାର ସଦ୍ୟ ପ୍ରକାଶିତ ତାଲିକାରେ ବାଦ୍ ଦେଇଥିବାରୁ ସଂପୃକ୍ତ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅସନ୍ତୋଷ ବ୍ୟକ୍ତ ସ୍ୱରୂପ ଗୁରୁବାର ବିଜୁ ଜନତାଦଳ ପକ୍ଷରୁ ଆହୂତ ଆଗରପଡ଼ା ବନ୍ଦ ଡ଼ାକରା ସଂପୂର୍ଣ୍ଣ ସଫଳ ହୋଇଛି । ଏହି ବନ୍ଦ ଡାକରାରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ, ବ୍ୟବସାୟୀ, ମହିଳା ଓ ଯୁବଛାତ୍ର ଆଦି […]

Read More Text.
Capture 89

ନିମ୍ନମାନର କୋଇଲା ଚାଲାଣକୁ ନେଇ ଆଦାନୀ ଏବଂ ଟ୍ରକ ଟିପ୍ପର ସଂଘର ଆଲୋଚନା

ଧାମରା : ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀରେ କ୍ଷୁବ୍ଧ ହୋଇ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୮ଟି ସଂଘ ଜିଲ୍ଲା ଟ୍ରକ ଟିପ୍ପର ସଂଘ ନିଷ୍ପତି ନେଇଥିଲେ । ଏ ନେଇ ସଂପୃକ୍ତ ସଂଘ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଦ୍ୱିପାକ୍ଷିକ ଆଲୋଚନା ହୋଇଯାଇଛି ଏବଂ ଏହି ଆନ୍ଦୋଳନ ବର୍ତମାନ ସ୍ଥଗିତ କରାଗଲା ବୋଲି ନିଷ୍ପତି ନିଆଯାଇଛି । ଏହି ଆଲୋଚନାରେ ପ୍ରଶାସନ […]

Read More Text.
1 1068x801

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋ ମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍‌ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଅତ୍ୟାଧୁନିକ, ନନ୍‌-ଇନ୍‌ଭେସିଭ ବ୍ରେନ୍‌ ସ୍ଟିମୁଲେସନ୍‌ ଥେରାପୀ ଚିକିତ୍ସା ପ୍ରଦାନ କରି, ଔଷଧ ପ୍ରତିରୋଧୀ ଏବଂ ଚିକିତ୍ସା କରିବାକୁ କଷ୍ଟକର ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏକ ନୂତନ ଆଶା ସଂଚାର କରିବା ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ । ଏମ୍‌ସ ଭୁବନେଶ୍ୱର […]

Read More Text.
2 180 1756391105640

ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ସିସିଟିଭିରେ ଦୁଇ ଯୁବତୀଙ୍କ କାରନାମା କଏଦ

ଭୁବନେଶ୍ଵର: ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର କୁଆଖିଆରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଶୁଭମ ବରଗଡ଼ରେ ପୂଜା ସାମଗ୍ରୀ ଦୋକାନ କରିଥିଲେ। ହେଲେ ଗୁରୁବାର ତାଙ୍କର ମୃତ୍ୟୁଦେହ ଝୁଲୁଥିବା ଖବର ମିଳିଥିଲା। ସୂଚନା ପାଇ ବଡଗଡ ଥାନା ପୋଲିସ ପହଞ୍ଚି ମୃତ ଦେହ […]

Read More Text.