Zzzzzzzz

ଟ୍ରମ୍ପଙ୍କୁ ଭାରତର ଝଟକା, ନୋବେଲ ଶାନ୍ତି ପୁରସ୍କାର ପାଇଁ କଲାନି ନୋମିନେଟ

ନୂଆଦିଲ୍ଲୀ ୩୦।୮:   ଭାରତ-ପାକିସ୍ତାନ ଯୁଦ୍ଧ ରୋକିବାରେ ବାରମ୍ବାର ନିଜ ଭୂମିକା ଥିବାର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା ଲାଗିଛି। ଏହି ଯୁଦ୍ଧ ରୋକିବାର ଶ୍ରେୟକୁ ନେଇ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଚାହୁଁଥିଲେ। ହେଲେ ଭାରତ ଏଥି ପାଇଁ ଟ୍ରମ୍ପଙ୍କୁ ନୋମିନେଟ କରିବାକୁ ମନା କରିଦେଇଛି। ନ୍ୟୁୟର୍କ ଟାଇମ୍ସ ଅନୁସାରେ ଟ୍ରମ୍ପ ପୁଣି ଥରେ ଜୁନ ୧୭ ତାରିଖରେ ମୋଦିଙ୍କୁ ଭାରତ-ପାକ ଯୁଦ୍ଧ ରୋକିବାରେ ତାଙ୍କ ଭୂମିକା ସମ୍ପର୍କରେ ଜଣାଇଥିଲେ। ଏଥି ପାଇଁ […]

Read More Text.
Zzzzzzz

କଳାପତାକା ଦେଖାଉଥିଲେ ବିଜେପି କାର୍ଯ୍ୟକର୍ତ୍ତା, ହାତରେ ଟଫି ଧରାଇଦେଲେ ରାହୁଲ ଗାନ୍ଧି

ଆରା ୩୦।୮: ବିହାର ଆରା ରେ ଭୋଟ ଅଧିକାର ଯାତ୍ରା କାଳରେ ଶନିବାର କଂଗ୍ରେସ ନେତା ରାହୁଲଙ୍କୁ କଳାପତାକା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ପ୍ରତି ଅପଶବ୍ଦ କୁହାଯିବା ମାମଲାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା କଂଗ୍ରେସ ବିରୋଧୀ ସ୍ଲୋଗାନ ଦେବା ସହ କଳାପତାକା ଦେଖାଇଛନ୍ତି। ଏଥିରେ ରାହୁଲ ଗାନ୍ଧି ଗାଡି଼ ଅଟକାଇ କଳା ପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପାଖକୁ ଡାକି ଟଫି ଦେଇଛନ୍ତି। ଶନିବାର ଆରାରେ ଯାତ୍ରା କାଳରେ […]

Read More Text.
Zzzzz

ଟ୍ରମ୍ପଙ୍କ ଟାରିଫ୍ ମଧ୍ୟରେ ୟୁକ୍ରେନର ସଙ୍କଟମୋଚକ ସାଜିଲା ଭାରତ, ପାଲଟିଲା ସବୁଠୁ ବଡ଼ ଡିଜେଲ ଯୋଗାଣକାରୀ ଦେଶ

କିଭ୍‌ – ଭାରତ ଜୁଲାଇ ୨୦୨୫ରେ ୟୁକ୍ରେନ୍‌ର ସବୁଠୁ ବଡ଼ ଡିଜେଲ୍‌ ଯୋଗାଣକାରୀ ହୋଇଛି, ଯାହା ଦେଶର ମୋଟ ଡିଜେଲ୍‌ ଆମଦାନୀର ୧୫.୫ ପ୍ରତିଶତ ଭାଗ ପ୍ରଦାନ କରୁଛି। ଏହି ଉପଲବ୍ଧି ବିଶ୍ୱ ଶକ୍ତି ବ୍ୟାପାରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଇ ଥାଏ, ବିଶେଷ ରୂପେ ସେହି ସମୟରେ ଯେବେ ଭାରତକୁ ରୁଷୀୟ ତୈଳ କ୍ରୟ ପାଇଁ ଆମେରିକାରୁ ୫୦ ପ୍ରତିଶତର ବଡ଼ ଟାରିଫର ସାମ୍ନା କରିବାକୁ ପଡୁଛି। ୟୁକ୍ରେନର ତୈଳ ବଜାର ବିଶ୍ଳେଷଣ ଫର୍ମ ନାଫ୍ଟୋରିନୋକ୍‌ର […]

Read More Text.
Zzzz

ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ପରାମର୍ଶ

ଭୁବନେଶ୍ବର ୩୦।୮: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଯେଉଁମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଛନ୍ତି, ସେମାନେ ତୁରନ୍ତ ଫେରି ଆସିବାକୁ ସୂଚନା ଦିଆଯାଇଛି […]

Read More Text.
2 174 1756562559845

ଡିସେମ୍ବରରେ ମୋହନ-ବିଷ୍ଣୁଦେବ ବୈଠକ, ମହାନଦୀ ଜଳ ବିବାଦର ହେବ ସମାଧାନ !

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ଦୂର ପାଇଁ ଆଗକୁ ବଢ଼ିଲେ ଓଡ଼ିଶା ଓ ଛତିଶଗଡ଼। ମହାନଦୀ ଜଳ ସମସ୍ୟା ଉପରେ ଆଲୋଚନା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟ ସଚିବ ଏବଂ ବରିଷ୍ଠ ଜଳସମ୍ପଦ ଅଧିକାରୀମାନେ ବୈଠକ କରିଛନ୍ତି। ଆଲୋଚନା ଏବଂ ସହଯୋଗ ମାଧ୍ୟମରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଭୟ ରାଜ୍ୟ ଆନ୍ତରିକ ଏବଂ ସୌହାର୍ଦ୍ଦପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଏପରିକି ଡିସେମ୍ବରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ର […]

Read More Text.
Odisha police

ବଢିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା, ଏବେ ନେଇ ପାରିବେ ଆକ୍ସନ

ଭୁବନେଶ୍ଵର: ବଢିଲା ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତା। ଏଣିକି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ମାମଲାର ତଦନ୍ତ କରିପାରବେ। ତଦନ୍ତ କରିବା ସହ ଗିରଫ ଏବଂ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ। ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା। ଏନେଇ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକଶ ପାଇଛି। ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଅନୁଯାୟୀ, ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ […]

Read More Text.
Zzz

ବିହାରରେ ନୀତିଶଙ୍କ ବିରୋଧରେ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତେଜସ୍ଵୀ !

ପାଟନା : ବିହାରରେ ଇଣ୍ଡି ମେଣ୍ଟ ବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶନିବାର ଏଥିରେ ଏକପ୍ରକାର ସ୍ପଷ୍ଟତା ଆସିଛି। ଆରଜେଡି ନେତା ତେଜସ୍ଵୀ ଯାଦବ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଯାଉଛନ୍ତି। ଯଦିଓ ଏ ନେଇ କୌଣସି ଘୋଷଣା ହୋଇନାହିଁ, ଶନିବାର ନିଜେ ତେଜସ୍ଵୀ ଏ ନେଇ ନିଜ ନାମକୁ ଘୋଷଣା କରିଛନ୍ତି। ତାହା ପୁଣି କଂଗ୍ରେସ ନେତା ତଥା ସାସଂଦ ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ନେତା […]

Read More Text.
Download (1)

ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଗୁଜବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ ନିଜର ଚେହେରା ନ ଦେଖାଇବା। ସ୍ଵାସ୍ଥ୍ୟାବସ୍ଥା ଠିକ୍ ନ ଥିବାରୁ ଟ୍ରମ୍ପ ୩ ଦିନ ହେବ ଗଣମାଧ୍ୟମ ସମ୍ମୁଖକୁ ଆସିନାହାନ୍ତି। ତେଣୁ ‘ଟ୍ରମ୍ପ ମୃତ’ ବା #trumpisdead ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଟ୍ରେଣ୍ଡ କରୁଛି।ଲୋକଙ୍କ […]

Read More Text.
Zz

ଶିଘ୍ର ଆସିବ ଆଧାର ମୋବାଇଲ୍‌ ଆପ୍‌ 

ନୂଆଦିଲ୍ଲୀ : ଆଧାରକାର୍ଡକୁ ନେଇ ଆସିଲା ବଡ ଓ ନୂଆ ଅପଡେଟ୍‌ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଇ-ଆଧାର ମୋବାଇଲ୍‌ ଆପ୍‌ ଲଞ୍ଚ କରିବା ନେଇ ପ୍ରସ୍ତୁତି କରୁଛି ଓ ଏହି ଆଧାର ମୋବାଇଲ୍‌ ଆପ୍‌ (ଇ-ଆଧାର ଆପ୍‌) କେବେ ଲଞ୍ଚ ହେବ ସେନେଇ ମଧ୍ୟ ସୂଚନା ମିଳି ପାରୁଛି । ୟୁଆଇଡିଏଆଇ ଅନୁଯାୟୀ, ମୋବାଇଲ୍‌ ଆପ୍‌ଲିକେସନ୍‌କୁ ଶୀଘ୍ରରୁ ଅତି ଶୀଘ୍ର ତିଆରି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେପରି […]

Read More Text.
Z

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ କର୍ମଚାରୀମାନେ ଟ୍ରେନ୍ ସଫା କରିବା ସମୟରେ ମୃତଦେହ ପଡିଥିବା ଦେଖି ରେଳବାଇ ପୁଲିସ୍ କୁ ଖବର ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି […]

Read More Text.