Pakistan

ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ

ପାକିସ୍ତାନ : ପାକିସ୍ତାନରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗିଲଗିଟ୍-ବାଲ୍ଟିସ୍ତାନରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗିଲଗିଟ-ବାଲ୍ଟିସ୍ତାନ ସରକାରଙ୍କ ମୁଖପାତ୍ର ଫୈଜଉଲ୍ଲା ଫାରାକ ଏକ ବିବୃତ୍ତିରେ କହିଛନ୍ତି ଯେ, ବିମାନଟି ଡିଆମର ଜିଲ୍ଲାର ଚିଲାସ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଆମର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଅବଦୁଲ ହମିଦ କହିଛନ୍ତି ଯେ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କ […]

Read More Text.
Char dham

ସେପ୍ଟେମ୍ବର ୫ ଯାଏଁ ସ୍ଥଗିତ ଚାରଧାମ ଯାତ୍ରା ଓ ହିମକୁଣ୍ଡ ସାହିବ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ଏବଂ ଗଡ଼ୱାଲ ଡିଭିଜନର କମିଶନର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଜୁଲାଇ ୩ରେ ଘୋଷଣା କରିଥିଲେ ଯେ, ଖରାପ ପାଗ ଯୋଗୁଁ ରାଜ୍ୟ ସରକାର ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । […]

Read More Text.
Modi sco

SCOରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଚେତାବନୀ ଦେଲେ ମୋଦୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ ଖୋଲା ସମର୍ଥନ ଆଉ ସାହାଯ୍ୟ କରୁଛନ୍ତି। ଏହାକୁ ଗ୍ରହଣ କରାଯିବ ନାହିଁ। ମୋଦୀ କହିଛନ୍ତି, ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସମଗ୍ର ମାନବଜାତି ପାଇଁ ବିପଦ। ଜମ୍ମୁ ଓ କଶ୍ମୀରର ପହଲଗାମରେ […]

Read More Text.
Putin

ମୋଦୀ-ପୁଟିନ୍‍ ଦ୍ୱିପାକ୍ଷିକ ଆଲୋଚନା: ଭାରତ ସହ ରାଜନୀତି ନୁହେଁ ବରଂ ବିଶ୍ୱାସର ସମ୍ପର୍କ କହିଲେ ପୁଟିନ୍‍

ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।  ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କରେ ସବୁଠାରୁ ବଡ ସମସ୍ୟା ଯଦି କୌଣସି ଦେଶକୁ ହୋଇଥାଏ  ତାହା ହେଉଛି ଆମେରିକା । ଏହି ସମୟରେ ପରିସ୍ଥିତି ଏପରି ହୋଇଛି ଯେ ଚୀନ୍‍ , ଭାରତ ଓ ରୁଷ ମିଳିତ ଭାବରେ ସାରା ବିଶ୍ୱରେ ଖବରର ଶିର୍ଷରେ ରହିଛନ୍ତି । ଚୀନରେ ଏସ୍‍ସିଓ […]

Read More Text.
Modi 3 v jpg 510x300 4g

ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସେ […]

Read More Text.
Earthquake 2

୮୦୦ ଟପିଲା ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା, ୧୩୦୦ ଆହତ

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦ ଅତିକ୍ରମ କରିଛି। ୧୩୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି। ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୭ରେ ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିଲା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଥିବା […]

Read More Text.
Gas

କମିଲା ଗ୍ୟାସ୍‌ ସିଲିଣ୍ଡର.. ପେନ୍‌ସନ୍‌ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍‌ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ଆର୍ଥିକ କ୍ଷେତ୍ରରେ ୭ଟି ବଡ ପରିବର୍ତ୍ତନ ହୋଇଛି। ଯାହା ସର୍ବସାଧାରଣଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ଦର ଠାରୁ ଆରମ୍ଭ କରି,କ୍ରେଡିଟ୍‌ କାର୍ଡ, ଆୟକର ଟ୍ୟାକ୍ସ ଦେବା, ଭାରତୀୟ ଡାକ ସେବାର ନିୟମ, ଏଫଡି ସ୍କିମ୍‌ ଆଦି ସହ ଏସବୁ ପରିବର୍ତ୍ତନ ଜଡିତ ରହିଛି । ଜାଣନ୍ତୁ ସେହି ପରିବର୍ତ୍ତନ ବିଷୟରେ.. ଆଜି ଠାରୁ ୧୯ କିଲୋଗ୍ରାମ୍‌ ବ୍ୟବସାୟିକ ସିଲିଣ୍ଡରର ଦାମ୍‌ ହ୍ରାସ ହୋଇଛି। ରାତି […]

Read More Text.
Baramunda

ଲଟେରି ଜରିଆରେ ଭୁବନେଶ୍ୱର ବରମୁଣ୍ଡା ଦୋକାନ ବଣ୍ଟନ ହେବ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏହି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନୀଙ୍କୁ ଘର ଆବଣ୍ଟନ କରାଯିବ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତଦର୍‌ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍‌ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଡିଏ ଭାଇସ୍‌ ଚେୟାରମ୍ୟାନ କହିଛନ୍ତି। […]

Read More Text.
Usha padhee

୩ ଟି ଅର୍ଥନୈତିକ ଜୋନ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ଭୁବନେଶ୍ୱରକୁ ଗୋଟିଏ ବିଶ୍ଵସ୍ତରୀୟ ସହର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିୟାଯାଇଛି ।  ଓଡ଼ିଶା ସରକାର କ୍ଵାଡ଼ ସିଟି ପ୍ରୋଗ୍ରାମ ଜରିଆରେ ଭୁବନେଶ୍ୱର, ପୁରୀ, କଟକ, ଏବଂ ପାରାଦ୍ୱୀପକୁ  ମିଶାଇ ଏକ ଅର୍ଥନୈତିକ ଜୋନ  କରିବା ପାଇଁ ରାଜ୍ୟ ସରକାର ପ୍ଲାନ ରଖିଛନ୍ତି ।  ସେହିଭଳି   ସୁନାବେଡା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଅନ୍ୟ ଏକ ଅର୍ଥନୈତିକ ଜୋନ  ହେବ  । ତା ବାଦ  ଉତ୍ତରରେ ମଧ୍ୟ   ରାଉରକେଲା,  କେଉଁଝରର ବଡ଼ବିଲକୁ ନେଇ ଅନ୍ୟ  ଏକ  ଅର୍ଥନୈତିକ ଜୋନ  କରାଯିବ । ଯେଉଁ ସହରଗୁଡିକ  ରାଜ୍ୟର ଜ଼ିଡିପିରେ ପ୍ରମୁଖ  ଦାୟିତ୍ୱ ନେଉଛନ୍ତି  ସେହି ସହରମାନଙ୍କୁ ନେଇକି   ଅର୍ଥନୀତିକ ଜୋନ  ପ୍ରସ୍ତୁତ […]

Read More Text.
Malkangiri

ମଝି ନଈରୁ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ମାଲକାନଗିରି : ମଝି ନଈରୁ ଉଦ୍ଧାର ହେଲେ ଯୁବକ । ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ମାଲକାନଗିରି ଜିଲ୍ଲା କତାମାଟେରୁ ନିକଟ ସବେରୀ ନଦୀରେ ଯୁବକ ଜଣକ ଫସିଥିଲେ । ୨୪ ଘଣ୍ଟା ଧରି ମଝି ନଈରେ ଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।  ନଦୀରେ ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।  ଶେଷରେ ହେଲିକପ୍ଟର ଯୋଗେ ଯୁବକଙ୍କୁ ଉଦ୍ଧାର କରାଯାଇଛି । […]

Read More Text.