୪୦୦ ଅତିକ୍ରମ କଲା ଦିଲ୍ଲୀରେ ଏକ୍ୟୁଆଇ
ନୂଆଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉଦ୍ବେଗଜନକ ହୋଇଉଠୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ସୋମବାର, ମଙ୍ଗଳବାର ଓ ବୁଧବାର ସହରର ହାରାହାରି ଏକ୍ୟୁଆଇ ଯଥାକ୍ରମେ ୩୦୧, ୨୯୪ ଓ ୨୭୯ ରେକର୍ଡ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୪୦୦ ଏକ୍ୟୁଆଇକୁ ଅତି ସାଂଘାତିକ ଶ୍ରେଣୀଭୁକ୍ତ କରାଯାଇଛି। ବର୍ତ୍ତମାନ ଦିଲ୍ଲୀରେ ଗ୍ରାପ୍-୨ […]
Read More Text.