ଦୁଇ ପାରା ସନ୍ତରଣକାରୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାଟେରୀଚାଳିତ ବୈଦ୍ୟୁତିକ ଯାନ ପ୍ରଦାନ
ବାରିପଦା : ଦିବ୍ୟାଙ୍ଗ ପାରା କ୍ରୀଡାବିତଙ୍କ ଆତ୍ମନିର୍ଭରଶୀଳତା ଓ ସମ୍ମାନଜନକ ଜୀବନଯାପନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଶିଷ୍ଟ ପାରା ସନ୍ତରଣକାରୀ ଚୈତନ୍ୟ ମାରାଣ୍ଡି ଓ କମଲ ଟୁଡୁଙ୍କୁ ଦୁଇଟି ବ୍ୟାଟେରୀଚାଳିତ ବୈଦ୍ୟୁତିକ ତିନି ଚକିଆ ଯାନ ପ୍ରଦାନ କରାଯାଇଛି । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ହିତାଧିକାରୀଦ୍ୱୟଙ୍କୁ ବ୍ୟାଟେରୀଚାଳିତ ବୈଦ୍ୟୁତିକ ତିନି ଚକିଆ […]
Read More Text.