ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଓ ନେତ୍ରୀଙ୍କ ଆତ୍ମସମର୍ପଣ । ମାଲକାନଗିରି ସୀମାନ୍ତ ଛତିଶଗଡ ଗରିଆବନ୍ଦ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମାଓ ନେତ୍ରୀ । ତାଙ୍କ ମୁଣ୍ଡରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ମାଓ ନେତ୍ରୀଙ୍କ ନାଁ ଜାନସୀ ଓରଫ ଭାଚେଲା ମାତାମି । ସେ ମୃତ ମାଓ ନେତା ସତ୍ୟମ ଗାୱାଡେଙ୍କ ପତ୍ନୀ । ଜାନସୀ ମହାରାଷ୍ଟ୍ର ବାସିନ୍ଦା । ୨୦୦୫ ମସିହାରୁ ନକ୍ସଲ ସଂଗଠନ ସହିତ ଜଡିତ ରହି ବିଭିନ୍ନ […]
Read More Text.