073 e1786120965486 300x182

ବଦଳିବ ଆଇଟି ନିୟମ ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା ନିୟମକୁ ଅଧିକା କଡ଼ାକଡ଼ି କରିଦିଆଯାଇଛି। ସରକାର କିମ୍ବା କୋର୍ଟଙ୍କ ନିର୍ଦେଶ ପାଇବାର ତିନି ଘଣ୍ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଓ ଅନ୍ୟ ଅନଲାଇନ ମଧ୍ୟସ୍ଥମାନଙ୍କୁ ଏହି ବିଷୟବସ୍ତୁ ଗୁଡ଼ିକୁ ହଟାଇବାକୁ […]

Read More Text.
Firing

ସ୍କୁଲରେ ଗୁଳିକାଣ୍ଡ, ୬ ମୃତ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନାନୁଯାୟୀ, ଏହି ଘଟଣା ନନ୍ଥାବରି ପ୍ରଦେଶର ବ୍ୟାଙ୍କ କ୍ରୁଇ ଜିଲ୍ଲାର ଦେବସିରିନ୍ ନନ୍ଥାବରି ସ୍କୁଲରେ ଘଟିଛି । ଆଜି ସ୍କୁଲ ପରିସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମେ ଶିକ୍ଷକଙ୍କୁ […]

Read More Text.
Brics1 e1786116266250 300x166

ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ, ଯୋଗ ଦେଲେ ୨୦୦ରୁ ଅଧିକ ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି। ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ UAE ସମେତ BRICS ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ, ପ୍ରତିନିଧିମଣ୍ଡଳର ମୁଖ୍ୟ ଓ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ଗତ ୫ତାରିଖରେ ତୃତୀୟ […]

Read More Text.
Newindianexpress 2024 05 e9e6e4d2 cd9f 4907 bb7a c3217c7a13c0 rainy1 0705chn 17 750x430 1 300x172

ପ୍ରବଳ ବର୍ଷା ନେଇ ସାରା ରାଜ୍ୟକୁ ୱାର୍ଣ୍ଣିଂ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ମାଡ଼ି ଆସୁଛି ପଶ୍ଚିମାଝଡ଼ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏପଟେ ଉତ୍ତର ଓଡ଼ିଶା ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଓଡ଼ିଶାରେ ୨ ଦିନ ପ୍ରବଳ ବର୍ଷିବ । ବର୍ଷା ପାଇଁ ସାରା ଓଡ଼ିଶାକୁ ୱାର୍ଣ୍ଣିଂ । ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ […]

Read More Text.
Chandrabhaga sea beach

ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ; ପୁରୀରେ ସ୍ଥାପନ କରାଯିବା ନୂତନ ରାଡାର

ଭୁବନେଶ୍ୱର : ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମରତ ଅଛନ୍ତି। ରାଜ୍ୟରେ ପାଣିପାଗ ସ୍ଥିତି ଜାଣିବା ପାଇଁ ୫୭୩କି.ମି ଉପକୂଳ ଅଞ୍ଚଳରେ ୧୨୨ଟି ଟାୱାର ଅବସ୍ଥାପିତ ହୋଇଛି। ତନ୍ମଧ୍ୟରୁ ୪୪ଟି ବଡ଼ ଟାୱାର୍‌ ରହିଛି। ଏହି ଟାୱାର୍‌ଗୁଡ଼ିକ ୨୦୧୭ରେ ନିର୍ମାଣ କରାଯାଇଥିଲା। ଏହି ଟାୱାରଗୁଡ଼ିକ ମାଧ୍ୟମରେ ସାଇରନ ଦିଆଯାଇ ପାଣିପାଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇପାରୁଛି। ଆଧୁନିକୀକରଣ […]

Read More Text.
Voter list

୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ, ତ୍ରୁଟି ପାଇଁ ୫୮ଲକ୍ଷ ୩୬ହଜାର ୪୩୦ଜଣଙ୍କ ନାମରେ ନୋଟିସ୍‌

ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ କରାଯାଇସାରିଛି। ଅନ୍ୟପଟେ, ଆଜି ସୁଦ୍ଧା ନୋଟିସ୍‌ ପାଇଥିବା ଭୋଟର୍‌ଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ୍‌ ପ୍ରଦାନ କରାଯାଇଥିବା ଭୋଟର୍‌ମାନଙ୍କ ଆବଶ୍ୟକ ତଥ୍ୟ […]

Read More Text.
Odisha vigilance

ଠକେଇ ମାମଲାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସମେତ ଅନ୍ୟ ଜଣେ କର୍ମଚାରୀ ଗିରଫ

ବାରିପଦା : ମୟୁରଭଞ୍ଜ ସେଣ୍ଟ୍ରାଲ କୋଅପାରେଟିଭ ବ୍ୟାଙ୍କ ବହଳଦା ବ୍ରାଞ୍ଚ ର ପୂର୍ବତନ ବ୍ୟାଙ୍କ ମ୍ୟନେଜର ଦିଚେନ କୁମାର ମିଶ୍ର ଏବଂ ଅନ୍ୟ ଜଣେ ବ୍ୟାଙ୍କ କର୍ମଚାରୀ ମଳୟ କୁମାର ଦତ୍ତ  ବ୍ୟାଙ୍କ ଠକେଇ ମାମଲାରେ ଭିଜିଲାନ୍ସ  ଦ୍ୱାରା ଗିରିଫ ହୋଇଛନ୍ତି l ଖବର ମୁତାବକ ଉକ୍ତ ଦୁଇ ଅଭିଯୁକ୍ତ 2019 ରୁ 2024 ମଧ୍ୟରେ ବ୍ୟାଙ୍କରେ  24 ଜଣ ଫିକ୍ସଡ଼ ଡିପୋଜିଟ ରଖିଥିବା ଗ୍ରାହକ ଙ୍କ ନାମରେ ବିନା କୌଣସି ଅନୁମତି ବିନା ଜାଲିଜାତି କରି […]

Read More Text.
IMG 20260806 WA0195

ଆସନ୍ତା ୧୦ରେ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଶୁଣାଣି ଶିବିର

ବାରିପଦା  : ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଅଗଷ୍ଟ ମାସ ଦ୍ଵିତୀୟ ସୋମବାର ତା ୧୦-୦୮-୨୦୨୬ ରିଖ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ | କାର୍ଯ୍ୟ ସୂଚୀ ଅନୁଯାୟୀ ଉକ୍ତ ଜନ ଶୁଣାଣି ଶିବିର ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ […]

Read More Text.
IMG 20260806 WA0180

ଓଡିଶାର ପ୍ରଥମ ୧୦ଲେନ ଷ୍ଟାଡିୟମରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା

ବାରିପଦା : ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନକୁ ନେଇ ଆଜି ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କମ୍ପେକ୍ସ ପରିସରରେ ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର  ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ  ଉଗ୍ରେସନ ଓରାମ, ଓଡିଶା ଅଲମ୍ପିକ ଆସୋସିଏସନ ଓ ଓଡିଶା ଆଥେଲଟିକ ଆସୋସିଏସନର ଟେକ୍ନିକାଲ ମୁଖ୍ୟ ମି. ପ୍ରବଧ କୁମାର ମହାନ୍ତି ଜିଲ୍ଲା କ୍ରୀଡାଧିକାରୀ ଡ଼ ସୁଭାଶିଷ ନାୟକ, ଉପଖଣ୍ଡ ସୂଚନା ଓ ଲୋକ […]

Read More Text.
IMG 20260806 WA0240

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଶୀଘ୍ର କ୍ଷୟକ୍ଷତି ଆକଳନ କରି ପ୍ରଭାବିତଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ବାରିପଦା : ଗତକିଛି ଦିନ ପୂର୍ବରୁ ହୋଇଥିବା ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଓ ବଡ଼ସାହି ବ୍ଲକ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳର ବନ୍ୟା ପରବର୍ତ୍ତୀ ସ୍ଥିତି ଜାଣିବା ପାଇଁ ସ୍ଥଳ ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବିନାରାୟଣ ନାଏକ । ପରିଦର୍ଶନ ଅବସରରେ […]

Read More Text.