ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ୭ ନିଖୋଜ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ନନ୍ଦନାଗର ଘାଟ ଅଞ୍ଚଳର କୁନ୍ତରୀ ଲଙ୍ଗାଫାଲି ଏବଂ ଧୂର୍ମା ଗାଁରେ ଅନେକ ଘର ଏବଂ ଯାନବାହନ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛି । ଚାମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀଙ୍କ ଅନୁଯାୟୀ, ନନ୍ଦନନଗରର କୁନ୍ତରୀ ଲଙ୍ଗାଫାଲି ୱାର୍ଡରେ ୬ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୭ ଜଣ ନିଖୋଜ […]
Read More Text.