ଖୋଲିଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ
ନୂଆଦିଲ୍ଲୀ : ଲାଲକିଲ୍ଲା ବିସ୍ଫୋରଣ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ପୁଣି ଷ୍ଟେସନ୍ର ସମସ୍ତ ଗେଟ୍ କାର୍ଯ୍ୟକ୍ଷମତା ପାଇଁ ଖୋଲି ଦିଆଯାଇଛି ବୋଲି ଡିଏମଆରସି ଟ୍ବିଟ୍ ଘୋଷଣା କରିଛନ୍ତି । ଗେଟ୍ ୨ ଏବଂ୩ ଗତକାଲି ଖୋଲାଯାଇଥିଲାବେଳେ ଗେଟ୍ ୧ ଏବଂ ୪ ଆଜି ଖୋଲାଯାଇଛି । ସୂଚନାନୁଯାୟୀ, ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପରେ ସତର୍କମୂଳକ ପଦକ୍ଷେପ ସ୍ବରୂପ ମେଟ୍ରୋ ଷ୍ଟେସନକୁ ବନ୍ଦ […]
Read More Text.