ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର
ବାରିପଦା- ଏକ ନିଆରା ପ୍ରତିଯୋଗିତା ମେଣ୍ଢା ଲଢେଇ ପ୍ରତିଯୋଗିତା l ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ବାଘିଆଟାଙ୍ଗର ଗ୍ରାମ ଖେଳ ପଡ଼ିଆରେ ବହୁ ବର୍ଷ ହେଲା ଵହୁ ଆକର୍ଷଣୀୟ ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଆସୁଛି l ଏହି ପ୍ରତିଯୋଗୀତାରେ ମଢେଇକଚା ପଞ୍ଚାୟତର ଖେଜୁରୀ ଗ୍ରାମର ମେଣ୍ଢା ସହିତ ରାଇହରି ପଞ୍ଚାୟତର ବାଗଡେଗା ଗ୍ରାମର ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି ମେଣ୍ଢା ଲଢେଇ ଖେଳ ଦେଖିବାକୁ ପଡୋଶୀ ଝାଡଖଣ୍ଡ ,ପଶ୍ଚିମବଙ୍ଗ ଏବଂ ଆଖପାଖ […]
Read More Text.