ଯୁବକକୁ ଦଳି ଦେଲେ ହାତୀପଲ, ୫ ଘଣ୍ଟା ମୃତଦେହକୁ ଜଗି ରହିଲେ

କରଞ୍ଜିଆ : ଯୁବକକୁ ଦଳି ମାରିଦେଲେ ୫ ଟିକିଆ ହାତୀପଲ । ଗତକାଲି ସନ୍ଧ୍ୟା ସମୟରେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନରେ ଥିବା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଭଣ୍ଡା ସେକ୍ସନର ସିଲିଟିଆ ଗ୍ରାମ୍ୟ ଜଙ୍ଗଲରେ । ଯୁବକ ଜଣକୁ ମାରିଦେବା ପରେ ମୃତଦେହ ନିକଟରେ ହାତୀପଲ ଜଗି ରହିଥିବାରୁ ହାତୀପଲଙ୍କୁ ଘୋଉଡାଇବାକୁ ବନବିଭାଗ ଓ ଯଶିପୁର […]

Read More Text.

ଏନକାଉଣ୍ଟର: ରାଉଲକେଲାରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉଲକେଲା: ରାଉଲକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଖ୍ୟାତ ଡ଼କାୟତ ଗ୍ୟାଙ୍କକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ । ରାଉରକେଲା ଲାଠିକଟା ନିକଟରେ ଭୋର ୫.୩୦ ମିନିଟ୍‌ରେ ୩ଜଣ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଥିଲା ପୁଲିସ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଏହି ଅପରାଧୀମାନଙ୍କୁ ଧରିବା ବେଳେ ପୁଲିସ ଟିମ୍ କୁ ଚକମା ଦେବା ସମୟରେ ୩ଜଣକୁ ଏନ୍ କାଉଣ୍ଟର୍ କରିବା ସହ ୫ ଜଣକୁ ଧରିବାରେ […]

Read More Text.

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ୨୪ ସଂଧ୍ୟାରେ ନେବ ଅବପାତ ରୂପ !

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସ୍ପଷ୍ଟ ଚିହ୍ନଟ ହୋଇଛି । ଏହା ଆଣ୍ଡାମାନ ସାଗରର ଦକ୍ଷିଣ ଦିଗରେ ରହିଛି । ନଭେମ୍ବର ୨୪ ସଂଧ୍ୟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରେ ୨୫ ତାରିଖରେ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର ରହିବ । ଅବପାତର ରୂପ ନେବା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଅବପାତ […]

Read More Text.

ବୌଦ୍ଧ ଓ କନ୍ଧମାଳରେ ଆରମ୍ଭ ହେବ ମାଓ ନିପାତ ଅପରେସନ

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ପୋଲିସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଡିଜିପି । ଏହା ସହ […]

Read More Text.

ନୂଆପଡ଼ା ନିର୍ବାଚନକୁ ନେଇ ବିଜେଡିର ପିଏସି ବୈଠକରେ ତର୍ଜମା

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ବିଜେଡି PAC ବୈଠକ ପରେ ସଦସ୍ୟ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି । ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କୁ ବିଜେଡିର PAC […]

Read More Text.

ଓଡ଼ିଶାରେ ଡାହାଣୀ ଶିକାର ପରମ୍ପରାର ଉଚ୍ଛେଦଜନିତ ଆଇନଗତ ସଚେତନତା କର୍ମଶାଳା 

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂରବର୍ତ୍ତୀ ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ଦ୍ୱାରା ଏକ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା ଦ୍ୱାରା ପ୍ରାୟୋଜିତ “ଓଡ଼ିଶାରେ ଡାହାଣୀ ଶିକାର ପରମ୍ପରାର ଉଚ୍ଛେଦଜନିତ ଆଇନଗତ ସଚେତନତା” ଶୀର୍ଷକ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଶତପଥି ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳରେ […]

Read More Text.

ବିଦ୍ଯୁତ୍ ଶ୍ରମିକ ନେତା ଦିପ୍ତିକାନ୍ତଙ୍କ ବିୟୋଗରେ ଶୋକସଭା

ସାଲିସ ବିହୀନ ନେତା ଥିଲେ ଦିପ୍ତିକାନ୍ତ ବାରିପଦା: ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନର ଉଦଳା ଡିଭିଜନ ସମ୍ପାଦକ  ଦିପ୍ତିକାନ୍ତ ଭୂୟାଁ ଙ୍କ ବିୟୋଗରେ ଆଜି ପୂର୍ବାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ଭବନ, ବିଦୁବାଗାନ,ଉଦଳା ଠାରେ ଏକ ସ୍ମୃତ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଭିନ୍ନ ସଙ୍ଗଠକ ର ଚାରିଶହ ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।ସଙ୍ଘର ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ,ଉଦଳା ଶ୍ରୀନାଥ ସୋରେନ୍ […]

Read More Text.

୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ 

ମଞ୍ଚସ୍ଥ ହେଲା ବାରିପଦାର ନାଟକ “ନିସ୍ତବ୍ଧ ସାହାନାଇ”  ବାରିପଦା  :ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ସଂସ୍ଥାର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଉପସ୍ଥିତ ରହି ନାଟକ ମହୋତ୍ସବର ସଫଳତା କାମନା କରିଥିଲେ I ମହୋତ୍ସବର […]

Read More Text.

୨୭ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ 

ବାରିପଦା: ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇ ୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା I ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଂଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଶ୍ୟାମସୁନ୍ଦର ଶତପଥି ପ୍ରମୁଖ ଉପସ୍ଥିତ ରହି ଭଂଜପୁର […]

Read More Text.

ଝିଅର ଜନ୍ମଦିନରେ ରକ୍ତଦାନ ଶିବିର: ୪୩ ୟୁନିଟ ରକ୍ତ ସଂଗ୍ରହ 

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆର କେ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରତିଷ୍ଠାତା ୧ନଂ ୱାର୍ଡର କାଉନସିଲର ସୁକେଶିନୀ ସେଠୀ ଓ ସମାଜସେବୀ ଅମର କୁମାର ସେଠି ନିଜ ଝିଅ ଆୟେଷା କେଶୋର ସେଠିର ଜନ୍ମଦିନକୁ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ I ନିଆରା ଢଙ୍ଗରେ ପାଳିତ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବାପା ଅମର ସେଠି ଓ ଭାଇ ଅବିନାଶ କୁମାର ସେଠିଙ୍କ ସମେତ ମୋଟ ୪୩ ଜଣ […]

Read More Text.