ଉପାନ୍ତ ଅଞ୍ଚଳରେ ୫-ଜି ନେଟୱର୍କ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ଯୋଶିପୁର ଗ୍ରାମ ପଞ୍ଚାୟତ ର କେତେଗୁଡିଏ ଗ୍ରାମ ଯଥା, କୁଦରସାହି, ଯୋଶିପୁର, ରଙ୍ଗାମାଟିଆ , ନନ୍ଦାବସା, ଅସୁରଘାଟି, ନୁଆଗାଁ ଏବଂ ସାପଘରା ଅଞ୍ଚଳରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ୫ ଜି ନେଟୱର୍କ ସୁବିଧା ଉପଲବ୍ଧ ନଥିବା ଯୋଗୁଁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ଡିଜିଟାଲ ସେବା, ଡିଜିଟାଲ ବ୍ୟାଙ୍କିଙ୍ଗ ସାଧାରଣ ଉପଭୋକ୍ତା ଏବଂ କେତେ ଗୁଡ଼ିଏ ସରକାରୀ କାର୍ଯ୍ୟକ୍ରମ ଆୟୁଷ୍ମାନ କାର୍ଡ ଏକ୍ଟିବ୍ ସହିତ ବିଭିନ୍ନ ସରକାରୀ ଯୋଜନା […]
Read More Text.