ରାଉରକେଲା ବାଏପାସ୍ ରାସ୍ତାର ଭାଗ୍ୟ ଫିଟିଲା, ଏନ୍ଏଚ୍-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ
ରାଉରକେଲା: ଓଡ଼ିଶା ଓ ଝାଡ଼ଖଣ୍ଡର ଖଣିଜ ସମୃଦ୍ଧ ଅଞ୍ଚଳ ମଧ୍ୟରେ ଆର୍ଥିକ ସଂଯୋଗକୁ ବୃଦ୍ଧିକରିବା ଉଦ୍ଦେଶ୍ୟରେ ରାଉରକେଲା-ଜାମସେଦପୁର ମଧ୍ୟରେ ସଡ଼କ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ୩୨୦-ଡି ଓଡ଼ିଶା ସୀମାନ୍ତ ଜରେଇକେଲା ଦେଇ ମନୋହରପୁର ଓ ଜାମସେଦପୁରକୁ ସଂଯୋଗ କରିବ। ପୂର୍ବରୁ ଏହି ରାସ୍ତା ରାଉରକେଲା ହକି ଛକ-ବନ୍ଧମୁଣ୍ଡା-ବିଶ୍ରା ଦେଇ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବାବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିବାଦ କରିଥିଲେ। ତେବେ ପ୍ରାୟ ୩ ବର୍ଷ ବିଳମ୍ବ ହେଉପଛେ, ଶେଷରେ ପ୍ରକଳ୍ପର […]
Read More Text.