ହଂକଂ ଅଗ୍ନିକାଣ୍ଡରେ ୧୨୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ହଂକଂ: ଚୀନର ହଂକଂେର ଘଟିଥିବା ଅଗ୍ନିକାଣ୍ଡର ମୃତ୍ୟୁସଂଖ୍ୟା ଶୁକ୍ରବାର ୧୨୮କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ଣରେ ହଂକଂର ତାଇ ପୋ ଜିଲାରେ ୭ଟି ବଡବଡ ଆପାର୍ଟମେଣ୍ଟରେ ଏକକାଳୀନ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଆପାର୍ଟମେଣ୍ଟଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହଂକଂର ସୁରକ୍ଷା ସଚିବ କ୍ରିସ୍ ଟାଙ୍ଗ କହିଛନ୍ତି ଯେ ଆପାର୍ଟମେଣ୍ଟ ଗୁଡିକରେ ତଲାସ କାର୍ଯ୍ୟ ଶେଷ ହୋଇଛି। କାଳେ କୌଣସି ଠାରେ କିଏ ଜୀବିତ ଅବସ୍ଥାରେ ଆପାର୍ଟମେଣ୍ଟରେ ଫସି ରହିଥିବ କି ସେଥିପାଇଁ ତଲାସ […]
Read More Text.