ସାଇ ମନ୍ଦିରରୁ ଚୋରି
ଆଗରପଡ଼ା:ସାଇ ମନ୍ଦିରରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ବନ୍ତ ଥାନା ଅଧୀନ ସିଲନ୍ଦୀ ସାଇ ମନ୍ଦିରରେ ସୋମବାର ରାତିରେ ଦୁର୍ବୃତ୍ତ ମାନେ ପଶି ଠାକୁରଙ୍କ ୨ଗୋଟି ରୂପା ମୁକୁଟ ସାଉଣ୍ଡ ମେସିନ୍ ସହ ବିଭିନ୍ନ ପ୍ରକାରର ଜିନିଷ ପତ୍ର ଲୁଟ୍ କରି ନେଇଥିବାର ଜଣାପଡ଼ିଛି । ଆଜି ସକାଳୁ ଏହି ଲୁଟ୍ ପାଟ୍ ଘଟଣା ଜଣାପଡ଼ିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବନ୍ତ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ୍ […]
Read More Text.