Naveen 2 1068x601

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର :  ଆଗାମୀ ନୂଆପଡା ଉପନିର୍ବାଚନ 2025 ପାଇଁ ପ୍ରଚାର ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ 52 ଜଣ ବିଜୁ ଜନତା ଦଳ (ବିଜେଡି) ନେତାଙ୍କୁ ନିୟୋଜିତ କରିଛନ୍ତି ।  ବିଜେଡି ସଭାପତି ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାରି କରିଥିବା ବିଜେଡି କାର୍ଯ୍ୟାଳୟ ଅର୍ଡରରେ ଏହା ଘୋଷଣା କରିଛନ୍ତି। ତାଲିକାରେ ନୂଆପଡା ବ୍ଲକ ପାଇଁ 18 ଜଣ, ନୂଆପଡା ଏନଏସି ପାଇଁ 8 ଜଣ, କୋମନା ବ୍ଲକ ପାଇଁ 18 ଜଣ […]

Read More Text.
Plus two

ଫେବ୍ରୁଆରୀ ୧୫ରୁ ୨୫ ସୁଦ୍ଧା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

କଟକ : ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା […]

Read More Text.

SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫରେନସିକ୍ ପରୀକ୍ଷା ପାଇଁ ପଠାଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍ ଫରେନସିକ୍ ସାଇଣ୍ଟିଫିକ୍ ଲ୍ୟାବ – SFSLକୁ ପଠାଯାଇଛି। ପୋଲିସ ଆଶାୟୀଙ୍କୁ ଧରିବା ପୂର୍ବରୁ ସବୁ ଚାଟ୍ ଡିଲିଟ୍ କରି ଦେଇଥିଲେ ଆଶାୟୀ ।  ଦଲାଲଙ୍କ ନିର୍ଦ୍ଦେଶରେ ଚାଟ୍ ଡିଲିଟ୍ କରିଥିଲେ। ଏହି ଚାଟକୁ ପୁନରୁଦ୍ଧାର କରିବାକୁ SFSLରେ ଉଦ୍ୟମ ହେଉଛି। ଚାଟରେ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ବହୁ ଗୁମର ଲୁଚିଥିବା […]

Read More Text.
Stf c

ହାତୀ ଦାନ୍ତ ଜବତ, ୨ ଗିରଫ

ଆଠମଲ୍ଲିକ: ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା STF । ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ । ଆଠମଲ୍ଲିକ ବ୍ଲକର ଜଙ୍ଗଲ ସଂଲଗ୍ନ ଯଦୁପୁର ଗ୍ରାମରେ ବିକ୍ରି ପାଇଁ ଡିଲ୍ ବେଳେ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗାଁରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଥିବା ଖବରପାଇ STF ଚଢାଉ କରିଥିଲା । STFର ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଛଦ୍ମ ବେଶରେ ଉକ୍ତ ବ୍ୟକ୍ତିଙ୍କୁ ଘରକୁ ଯାଇ […]

Read More Text.
Mao cvv

ଅସ୍ତ୍ରଶସ୍ତ୍ର ସହ ୨୧୦ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି : ବନ୍ଧୁକ ଛାଡିଲେ, ଗୋଲାପ ଧରିଲେ। ଭୁଶୁଡ଼ୁଛି ଲାଲଗଡ଼ । ମହାରାଷ୍ଟ୍ର ପରେ ଛତିଶଗଡ଼ । ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଟପ ମାଓ ନେତାଙ୍କ ସମେତ ୨୧୦ ନକ୍ସଲ । ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ଜଣ ମହିଳା ଓ ୯୮ ଜଣ ପୁରୁଷ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ମାଓବାଦୀମାନେ ଅସ୍ତ୍ର ଛାଡ଼ି ସରେଣ୍ଡର କରିଛନ୍ତି । ସେମାନଙ୍କୁ […]

Read More Text.
Accident n

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଶିଶୁ ସମେତ ୩ ମୃତ

କାମାକ୍ଷାନଗର: କାମାକ୍ଷାନଗରର ଏକ ଓଭରବ୍ରିଜ୍ ରେ ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ଜଣେ ଗୁରୁତର । ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ପଛରୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ୨ଜଣ ଶିଶୁ ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଗୁରୁତର ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ମାରିଛି। […]

Read More Text.
Snake

ସର୍ପାଘାତରେ ଅଜା-ନାତିଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ସାପ କାମୁଡ଼ାରେ ଅଜା-ନାତି ମୃତ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡକଣା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖଦ ଘଟଣା । ମୃତକ ହେଲେ ଅଜା ପଞ୍ଚାନନ ନାୟକ ଓ ନାତି ୯ ବର୍ଷିୟ ରୋହନ ପାଇକ । ଗତକାଲି ରାତିରେ ଅଜା ନାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଉଭୟ ଗୁରୁତର ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଥିଲା । ପରେ MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ […]

Read More Text.
Screenshot 2025 10 17 105946 652x430

ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ପୁରୀ: ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍। ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ ପ୍ରସ୍ତାବ ଦେବାକୁ ଜାରି ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ସମୁଦ୍ରକୂଳ ନିକଟରେ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଛି। ପ୍ରସ୍ତାବଗୁଡ଼ିକୁ ନଭେମ୍ବର ୪ ତାରିଖରେ ଅନୁଧ୍ୟାନ […]

Read More Text.
Screenshot 2025 10 17 105737 750x430

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା

ଭୁବନେଶ୍ୱର/ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି। ତେଲଙ୍ଗାନା ହାଇଦ୍ରାବାଦରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର […]

Read More Text.
Highcourt 750x430 1 1 1

ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା

କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ […]

Read More Text.