ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା: ଆତଙ୍କବାଦ ବିରୋଧୀ ଲଢ଼େଇ ଓ ନ୍ୟାୟପାଳିକା ଉପରେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ବିଶେଷ ଉଦ୍ବୋଧନ ପୂର୍ବରୁ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ନିଜ ଭାଷଣରେ ରାଷ୍ଟ୍ରପତି ମୁଖ୍ୟତଃ ଜାତୀୟ ସୁରକ୍ଷା, ଆତଙ୍କବାଦ ବିରୋଧୀ ଲଢ଼େଇ ଏବଂ […]
Read More Text.