Photo for the news of aganaraphool

ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ

ମନୋରଞ୍ଜନ ମହାନ୍ତିଙ୍କୁ ସହୃଦ୍ ପଦ୍ମ ସମ୍ମାନ ଆଗରପଡ଼ା: ଭୁବନେଶ୍ୱର ସ୍ଥିତ ଓଡିଶା ଭବନରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଅଗଣାର ଫୁଲର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହାର ପ୍ରତିଷ୍ଠାତା ଶ୍ରୀରାମ ପରିଡ଼ାଙ୍କ ତତ୍ୱାବଧାନରେ ସାରା ରାଜ୍ୟର କୋଣ ଅନୁକୋଣରୁ ବହୁ ଲେଖକ, କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଜୟଶ୍ରୀ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବିପିନି ବିହାରୀ ମହାନ୍ତି, ମୁଖ୍ୟ ବକ୍ତା […]

Read More Text.
Photo for the news of grievance

ଜନଶୁଣାଣି ଶିବିରରେ ୧୨୩ ଅଭିଯୋଗ

ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧିରଞ୍ଜନ ନାୟକ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ସୀତାକାନ୍ତ ରାଉତ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଯୋଗ […]

Read More Text.
Photo for the news of sports

ବନ୍ତ ଆଞ୍ଚଳିକ କଲେଜ ବାର୍ଷିକ କ୍ରୀଡ଼ା ଉତ୍ସବ

ବନ୍ତ/ଆଗରପଡ଼ା: ବନ୍ତ ଆଂଚଳିକ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ତିନି ଦିନ ଧରି ପାଳନ ହୋଇଯାଇଛି । ଉତ୍ସବ କୁ କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ରତିକାନ୍ତ ଜେନା, ଅଧ୍ୟାପିକା ସଞ୍ଜୁକ୍ତା ରାଉତ, କ୍ରିଡ଼ା ଅଧିକାରୀ ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ ଉପସ୍ଥିତ ରହି କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରି କ୍ରିଡ଼ା ଆରମ୍ଭ କରିଥିଲେ । ଦୁଇ କ୍ରିଡ଼ା ଶିକ୍ଷକ ଫକିର ଉଦ୍ଦିନ ସାହାଜୀ ଏବଂ ତାଜୁଦ୍ଦିନ୍ […]

Read More Text.
Photo for the news of shikhya niti

ନୂତନ ଶିକ୍ଷାନୀତି ସଚେତନତା କାର୍ଯ୍ୟକ୍ରମ

ବନ୍ତ/ଆଗରପଡ଼ା: ସରକାରୀ ସିକୃତି ପ୍ରାପ୍ତ ଅନୁଷ୍ଠାନ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚ ଓଡ଼ିଶା ପକ୍ଷରୁ ୨୦୨୦ ରେ ଲାଗୁ ହୋଇଥିବା ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷା ନୀତି ସଚେତନତା କୁ ନେଇ ବୈଠକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଗୁରୁକୁଳ ଆଶ୍ରମ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚ ସମ୍ପାଦିକା ସମାଜସେବୀ ସବିତା ରାନୀ ପାକଳଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠାନର ପ୍ରତିଷ୍ଠାତା ଆମ ଗାଁ ଆମ ବିକାଶ ଯୋଜନାର ପଥପ୍ରଦର୍ଶକ ତଥା ଗ୍ରାମ […]

Read More Text.
Images (3)

୮୫ ହଜାର ଭିସା ରଦ୍ଦ କଲେ ଟ୍ରମ୍ପ୍, ଭାରତୀୟ ଅଧିକ ପ୍ରଭାବିତ

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭିସା ରଦ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଆମେରିକାର ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା। ଏହି ପଦକ୍ଷେପ ଭାରତୀୟ ବୃତ୍ତିଗତ ଏବଂ ଛାତ୍ରଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଛି। ପ୍ରତ୍ୟାହାର କରାଯାଇଥିବା ଭିସା ମଧ୍ୟରେ ୮,୦୦୦ […]

Read More Text.
Elephants 1068x601

ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ, ଦେଢ଼ ବର୍ଷରେ ମଲେଣି ୧୩୬

ଭୁବନେଶ୍ବର: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ହାତୀ ପ୍ରାଣ ହରାଇଥିବା ସରକାର ମାନିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ମଙ୍ଗଳବାର ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ଶିକାରୀ ଦ୍ବାରା ୪ଟି, ଲୋକଙ୍କ ପ୍ରତିଶୋଧ […]

Read More Text.
Sonia gandhi 114506599 16x9 0

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ କୋର୍ଟରୁ ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି । ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସୋନିଆ ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହେଲେ? ୧୯୮୦ ଭୋଟର ତାଲିକାକୁ ନେଇ ସୋନିଆଙ୍କ ଲାଗି ଅଡୁଆ ବଢିଛି । ଆଜି ଏନେଇ ସୋନିଆଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ନୋଟିସ୍‌ କରାଯାଇଛି । କୋର୍ଟରେ ଏକ ଯାଚିକା ଖାରଜ ହେବା ପରେ ତାଙ୍କ ବିରୋଧରେ ରିଭିଜନ ପିଟିସନ ଦାଖଲ […]

Read More Text.

ଇଣ୍ଡୋନେସିଆରେ ଜଳିଗଲା ୭ ମହଲା କୋଠା, ୨୦ ମୃତ

ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏକ ୭ ମହଲା ବିଶିଷ୍ଟ କୋଠାରେ କାର୍ଯ୍ୟାଳୟ ଚାଲିଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ନିଆଁ ଯୋଗୁ ପ୍ରବଳ ଧୂଆଁ ସୃଷ୍ଟି ହେବା ଫଳରେ ଶ୍ଵାସରୁଦ୍ଧ ହୋଇ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ଆଖପାଖରେ ଥିବା ବାସିନ୍ଦାମାନେ ଭୟଭୀତ ହୋଇପଡ଼ିବା ସହିତ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଅଗ୍ନିଶମ […]

Read More Text.

ଅନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର

ନୂଆଦିଲ୍ଲୀ : ନନ୍ତ ଅମ୍ବାନୀଙ୍କୁ ମିଳିଲା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର । ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଷ୍ଠିତ ଆମେରିକୀୟ ପୁରସ୍କାର ପାଇବାରେ ଅନନ୍ତ ଅମ୍ବାନୀ ସବୁଠାରୁ କମ୍ ବୟସର ଏବଂ ପ୍ରଥମ ଏସୀୟ ବ୍ୟକ୍ତି । ଆୟୋଜକଙ୍କ ଅନୁଯାୟୀ ବନତାରା ପଶୁକଲ୍ୟାଣ କ୍ଷେତ୍ରରେ ଏକ ନୂତନ ବିଶ୍ୱ ମାନଦଣ୍ଡ ସ୍ଥାପନ କରିଛି । ପ୍ରତ୍ୟେକ ଜୀବକୁ ସମ୍ମାନ ଏବଂ ସୁରକ୍ଷା ଦେବା ଆମର ଲକ୍ଷ୍ୟ ବୋଲି […]

Read More Text.
Russian

ରୁଷ ରକ୍ଷା ମନ୍ତ୍ରଣାଳୟର ବିମାନ ଦୁର୍ଘଟଣାଗ୍ରସ୍ତ

ରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ ବଡ଼ ସହର । ଏହା ମସ୍କୋ ଠାରୁ ୨୫୪ କିମି ଉତ୍ତର ପୂର୍ବରେ ଅବସ୍ଥିତ । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ । An-22 ବିମାନ ଦୁନିଆର ସବୁଠୁ ବଡ ଟର୍ବୋପ୍ରୋପ୍ ବିମାନ । ଏହି […]

Read More Text.