ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ୍ ବୟସର ପିଲା
ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିରେ ଟିକଟକ୍, ୟୁଟ୍ୟୁବ୍ ଏବଂ ମେଟାର ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ବଡ଼ ବଡ଼ ଆପ୍ସ ବ୍ୟତୀତ ଥ୍ରେଡ୍ସ, ଏକ୍ସ, ସ୍ନାପଚାଟ୍, କିକ, ଟ୍ବିଚ୍ ଏବଂ ରେଡିଟ ପ୍ଲାଟଫର୍ମ ସହିତ ସାମିଲ ରହିଛି । ଯାହା ଉପରେ ନୂଆ ଆଇନ୍ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ସୂଚନାନୁଯାୟୀ, […]
Read More Text.