ଯାତ୍ରାରେ ମେଲୋଡି ବେଳେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଗୁରୁତର
ଚାନ୍ଦବାଲି : ଯାତ୍ରାରେ ଚାଲିଥିଲା ମେଲୋଡି । ନାଚ ଗୀତକୁ ଏଞ୍ଜୟ କରୁଥିଲେ ସମସ୍ତେ । ହେଲେ ଏହି ନାଚ ଗୀତ ମଧ୍ୟରେ ଘଟିଗଲା ବଡ ଅଘଟଣ । ହଠାତ୍ ଯାତ୍ରା ପେଣ୍ଡାଲ ତଳେ ବସିଥିବା ନାବାଳକ ହେଇଗଲା ଗୁରୁତର । ମେଲୋଡି ଚାଲିଥିବା ସମୟରେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଜଣକ ଗୁରୁତର ଆହତ ହେବା ସହ ମାରଣାସ୍ତ୍ର ମୁଣ୍ଡରେ ବାଜିବାରୁ ନାବାଳକ ମୁଣ୍ଡରେ ପଡିଲା ୮ଟି ଷ୍ଟିଚ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି କାଳୀ ପଡିଆରେ […]
Read More Text.